ତାଜା ଖବର ଦେଶ ବ୍ୟବସାୟ Merchant UPI Fees Deferred Till Post-Diwali: ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା UPI ମର୍ଚାଣ୍ଟ ଫି’ October 13, 2026 Papirani ଚଳିତ ପାର୍ବଣ ଋତୁରେ ଡିଜିଟାଲ୍ କାରବାର କରୁଥିବା ଗ୍ରାହକ ଏବଂ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଓ ଆଶ୍ୱାସନାପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ୟୁପିଆଇ ମାଧ୍ୟମରେ ହେଉଥିବା ନିର୍ଦ୍ଦିଷ୍ଟ ବ୍ୟବସାୟିକ କାରବାର ଉପରେ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍’ ବା ମର୍ଚାଣ୍ଟ ଫି’…