Tag: Manmohan Samal

Manmohan Samal Visits Delhi: ଦିଲ୍ଲୀ ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସମ୍ପ୍ରତି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ତାଙ୍କର ଏହି ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିଆଯାଇଥିବା ନିଷ୍ପତ୍ତି…

Water Infrastructure Investment in Odisha: ବିଜେପି ସରକାର “ଘୋଷଣାର ନୁହେଁ, କାମର ସରକାର”: ମନମୋହନ ସାମଲ

ରାଜ୍ୟରେ ଜଳସେଚନର ବିସ୍ତାର ହେଲେ ଚାଷ ବଢ଼ିବ, ଚାଷ ବଢ଼ିଲେ ଚାଷୀଙ୍କ ଆୟ ବଢ଼ିବ ଏବଂ ଚାଷୀ ସମୃଦ୍ଧ ହେଲେ ଓଡ଼ିଶା ସମୃଦ୍ଧ ହେବ । ଏହାକୁ ମୂଳ ଆଧାର କରି ଓଡ଼ିଶାର ଚାଷୀଙ୍କ କ୍ଷେତକୁ ଜଳ ପହଁଚାଇବା ହେଉଛି ପ୍ରଧାନମନ୍ତ୍ରୀ…

Mann ki baat: ୧୩୭ ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ; ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ: ମନମୋହନ ସାମଲ

ପ୍ରତିଥର ପରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩୭ ତମ “ମନ୍ କି ବାତ୍‌” ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । “ମନ୍ କି ବାତ୍‌”ରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଆଜି ଦେଶଭକ୍ତି, ରାଷ୍ଟ୍ରଭକ୍ତି, ଜାତୀୟତାବାଦ ଏବଂ ଅଗଷ୍ଟ ମାସରେ କ୍ରାନ୍ତି…

Bikram Arukha’s Possible Entry Into BJP: ବିଜେପିରେ ମିଶିପାରନ୍ତି ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖ

ବିଜେଡିର ଅନେକ ନେତା ଦଳ ଛାଡି ବିଜେପିରେ ମିଶିଥିବା ବେଳେ ରାଜନୀତିରେ ପୁଣି ଏକ ବଡ଼ ଧରଣର ଓଲଟପାଲଟ ହେବାକୁ ଯାଉଛି । ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ଗଞ୍ଜାମ ରାଜନୀତିର ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ ଖୁବ୍‌ଶୀଘ୍ର ପଦ୍ମ…

Odisha BJP Meeting: ବିଜେପି ପାର୍ଟି ଅଫିସରେ ପଦାଧିକାରୀ ଓ ପ୍ରଭାରୀ ବୈଠକ ଆରମ୍ଭ

ଆଜି ବିଜେପି ପାର୍ଟି ଅଫିସରେ ରାଜ୍ୟ ପଦାଧିକାରୀ ଏବଂ ପ୍ରଭାରୀ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଭାପତି ମନମୋହନଙ୍କ ସମେତ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ ମଧ୍ୟ ସାମିଲ ହୋଇଛନ୍ତି ।…

PM May Visit Odisha: ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମକୁ ଓଡ଼ିଶା ଆସିବାକୁ ଆଗ୍ରହୀ ପ୍ରଧାନମନ୍ତ୍ରୀ ମୋଦି: ରାଜ୍ୟ ବିଜେପି ସଭାପତି

ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂରଣ ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଓଡ଼ିଶା ଗସ୍ତରେ ଆସିପାରନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ…

Pension Issue to be Resolved Soon: ରାଜ୍ୟରେ ୧୫ ଦିନ ଭିତରେ ସମଧାନ ହେବ ଭତ୍ତା ସମସ୍ୟା: ମନମୋହନ ସାମଲ

ରାଜ୍ୟରେ ୧୫ ଦିନ ଭିତରେ ସମଧାନ ହେବ ଭତ୍ତା ସମସ୍ୟା । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସାଂସଦ ମନମୋହନ ସାମଲ । ସେ କହିଛନ୍ତି ନଗଦ ଆକାରରେ ପେନସନ ପାଉଥିବା ହିତାଧିକାରୀମାନେ ସମସ୍ୟାର ସମ୍ମୁଖୀନ…