ତାଜା ଖବର ରାଜ୍ୟ Web Channel Editor Sudhanshu Rout Arrested: ଘରୋଇ ୱେବ୍ ଚ୍ୟାନେଲ୍ ସମ୍ପାଦକ ସୁଧାଂଶୁ ରାଉତ ଗିରଫ October 12, 2026 Papirani ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ୱେବ ଚ୍ୟାନେଲ୍ ସମ୍ପାଦକ ସୁଧାଂଶୁ ରାଉତ ଗିରଫ । ହତ୍ୟା ଉଦ୍ୟମ ଏବଂ ଅନ୍ୟଙ୍କୁ ଭୟଭୀତ ତଥା ଧମକଚମକ ଦେବା ଭଳି ଅତି ଗୁରୁତର ଅଭିଯୋଗରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୁଧାଂଶୁଙ୍କୁ…