Tag: Jammu and Kashmir

Bus Accident In Jammu And Kashmir: ଜମ୍ମୁ କଶ୍ମୀରରେ ୧୦୦ ଫୁଟ ତଳକୁ ଖସିଲା ଯାତ୍ରୀବାହୀ; ୧୫ ମୃତ 

ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲାର ରାମନଗରର କାନୋଟେ ଗାଁରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ରାମନଗରରୁ ଉଧମପୁର ଯାଉଥିବା ଯାତ୍ରୀବାହୀ ବସ୍ ଟି କାନୋଟେ ଗାଁ ନିକଟରେ ନିୟନ୍ତ୍ରଣ ହରାଇ ଏକ ଘାଟିରେ ଖସି ପଡ଼ିବାରୁ ବଡ଼ଧରଣର ଦୁର୍ଘଟଣା ଘଟିଛି।…

Farooq Abdullah Firing: ବିବାହ ସମାରୋହରେ ଜମ୍ମୁର ପୂର୍ବତନ ସିଏମଙ୍କ ଉପରକୁ ଗୁଳିମାଡ଼; ଅଳ୍ପକେ ବର୍ତ୍ତିଗଲେ ଫାରୁକ୍ ଅବଦୁଲ୍ଳା

ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଗଲେ ଫାରୁକ୍ ଅବଦୁଲ୍ଳା। ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବାପା ଫାରୁକ୍ ଅବଦୁଲ୍ଳା ଯୋଗ ଦେଇଥିବା ଏକ ବିବାହ ଉତ୍ସବରେ ଗୁଳିମାଡ଼ ହୋଇଥିଲା। ଘଟଣାରେ ଅଭିଯୁକ୍ତ କମଲ ସିଂହ ଜାମୱାଲଙ୍କୁ…

Jammu & Kashmir Win Ranji Trophy Title: ପ୍ରଥମ ଥର ରଣଜୀ ଟ୍ରଫି ଟାଇଟଲ ଜିତି ଇତିହାସ ରଚିଲା ଜମ୍ମୁ କାଶ୍ମୀର

ଜମ୍ମୁ ଏବଂ କାଶ୍ମୀର ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଜିତି ଇତିହାସ ରଚିଛି । ଫାଇନାଲରେ ଜମ୍ମୁ ଏବଂ କାଶ୍ମୀର ଦଳ ୮ ଥରର ଚାମ୍ପିଅନ କର୍ଣ୍ଣାଟକକୁ ପରାସ୍ତ କରିଛନ୍ତି । ରଣଜୀ ଟ୍ରଫିର ଏହି ଫାଇନାଲ ମ୍ୟାଚ୍ ଡ୍ର’ରେ…

Army Vehicle Plunges Into 200 Feet Gorge: ୨୦୦ ଫୁଟ୍ ଖାଇକୁ ଖସିଲା ସେନା ଗାଡି; ୧୦ ଯବାନ ସହିଦ

ଜାମ୍ମୁ କଶ୍ମୀରରୁ ଏକ ଦୁଃଖଦ ଖବର ଆସିଛି । ଦୁର୍ଘଟଣାରେ ୧୦ ଜଣ ଯବାନ ସହିଦ ହୋଇଛନ୍ତି । ଗୁରୁବାର ଡୋଡା ଜିଲ୍ଲାରେ ଏକ ୨୦୦ ଫୁଟ୍ ଘାଇକୁ ସେନାର ଗାଡ଼ି ଖସିପଡ଼ିବା ଫଳରେ ୧୦ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ…

ଜମ୍ମୁର କାଠୁଆରେ ବାଦଲଫଟା ବର୍ଷାର ତାଣ୍ଡବ; ୪ ମୃତ

ଜମ୍ମୁର କାଠୁଆରେ ବାଦଲଫଟା ବର୍ଷାର ତାଣ୍ଡବ । ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି। ଏହା ସହ ଜମ୍ମୁ-ପଠାନକୋଟ ଏନ୍‌ଏଚ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଘର ପୋତି ହୋଇଯାଇଥିବା ଅନୁମାନ କରାଯାଉଛି ।…

ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା; ୩୩କୁ ବୃଦ୍ଧି ହେଲା ମୃତକଙ୍କ ସଂଖ୍ୟା

ଜମ୍ମୁ-କାଶ୍ମୀର କିସ୍ତୱାର ଜିଲ୍ଲାର ଚାସୋତିରେ ବାଦଲଫଟା ବର୍ଷାରେ ମୃତକଙ୍କ ସଂଖ୍ୟା ୩୩କୁ ବୃଦ୍ଧି । ଏହି ବାଦଲଫଟା ବର୍ଷାରେ ଏ ପର୍ଯ୍ୟନ୍ତ ୯୮ ଉଦ୍ଧାରଙ୍କ ମଧ୍ୟରୁ ୨୮ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା । ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ NDRF…

ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା; ୧୨ ମୃତ

ଉତ୍ତରାଖଣ୍ଡ ପରେ ଏବେ ଜମ୍ମ-କାଶ୍ମୀରରେ ବାଦଲଫଟା ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । କିସ୍ତୱାର ଜିଲ୍ଲା ପଦର ଅଞ୍ଚଳରେ ବାଦଲଫଟା ବର୍ଷା ଦେଖିବାକୁ ମିଳିଛି । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିବା ବେଳେ ଅନେକ ଲୋକ ନିଖୋଜ ଥିବା…

ଜମ୍ମୁକାଶ୍ମୀର ତ୍ରାଲରେ ଏନକାଉଣ୍ଟର; ୩ ଜୈଶ୍ ଆତଙ୍କବାଦୀ ନିହତ

ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ।ଏନ୍‌କାଉଣ୍ଟରରେ ୩ ଜୈଶ୍ ଆତଙ୍କବାଦୀ ନିହତ । ଜମ୍ମୁ-କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତରେ ଅବନ୍ତିପୋରାର ତ୍ରାଲ ଅଞ୍ଚଳରେ ତିନି ଜଣ ଆତଙ୍କବାଦୀଙ୍କୁ ଘେରି ରହିଥିଲେ। ଏଥିରେ ୩ ଜୈସ ଆତଙ୍କବାଦୀ ନିହତ ହୋଇଥିବା…

‌ଜମ୍ମୁ-କାଶ୍ମୀର ୮୭ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ୪୮ଟିକୁ ବନ୍ଦ କଲେ ଜାମ୍ମୁ-କାଶ୍ମୀର ସରକାର

ଜମ୍ମୁ-କାଶ୍ମୀର ୮୭ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ବନ୍ଦ ହେଲା ୪୮ଟି। ପର୍ଯ୍ୟଟନ ସ୍ଥଳକୁ ବନ୍ଦ କଲେ ଜାମ୍ମୁ-କାଶ୍ମୀର ସରକାର। ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଏଗୁଡ଼ିକୁ ବନ୍ଦ କରିଦିଆଯାଇଥିବା ସୂଚନା ମିଳିଛି। ଦେଶ ସମେତ ବିଦେଶରୁ ମଧ୍ୟ…

ପହଲଗାମ୍ ଆତଙ୍କୀ ଆକ୍ରମଣ: ଆଜି ଭୁବନେଶ୍ବର ପହଞ୍ଚିବ ଓଡ଼ିଆ ଯୁବକଙ୍କ ମୃତଦେହ

କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ଓଡ଼ିଶାର ପ୍ରଶାନ୍ତ ଶତପଥୀଙ୍କ ମରଶରୀର ଆଜି ଓଡ଼ିଶାରେ ପହଁଚିବ । ଏ ନେଇ ତାଙ୍କ ବଡ଼ଭାଇ ସୂଚନା ଦେଇଛନ୍ତି । ସେ…