ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାର ଲୋରନ ଅଞ୍ଚଳରେ ଭୂସ୍ଖଳନ । ଗୋଟିଏ କଚାଘର ଧୋଇଯିବାରୁ ୪ ମହିଳାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ରାଜୌରୀ-ପୁଞ୍ଚ ଅଞ୍ଚଳରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ହୋଇଥିବା ତାଣ୍ଡବରେ ଏଯାବତ ମୃତ୍ୟୁ ସଂଖ୍ୟା ଏବେ ୧୭ରେ ପହଞ୍ଚିଛି। ଏହି ଦୁର୍ଘଟଣା ପରେ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ରେସକ୍ୟୁ ଅପରେସନ ଆରମ୍ଭ କରାଯାଇଛି। ସ୍ଥାନୀୟ ପ୍ରଶାସନ, ଭାରତୀୟ ସେନା, ପୋଲିସ ସହିତ NDRF ଏବଂ SDRF ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

 

 

 

Leave a Reply

Your email address will not be published. Required fields are marked *