Tag: landslide

Bhanjanagar Gidipabali Landslide: ଭଞ୍ଜନଗର ଗିଡ଼ିପାବାଲି ଭୂସ୍ଖଳନ ଘଟଣା; ୨ ମୃତଦେହ ଉଦ୍ଧାର

ଭଞ୍ଜନଗର ଅନ୍ତର୍ଗତ ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ୨ଟି ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ଆଜି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଶଢ଼ଙ୍ଗୀ । ସେ କହିଛନ୍ତି ଯେ ଘଟଣାସ୍ଥଳରୁ ମୋଟ ୨ ଜଣଙ୍କ ମୃତଦେହ ମିଳିସାରିଥିବାବେଳେ ସମସ୍ତଙ୍କର ପରିଚୟ ଚିହ୍ନଟ…

Flood Crisis: ଗଞ୍ଜାମ ଓ ଗଜପତି ବନ୍ୟା-ଭୂସ୍ଖଳନ ଦୁର୍ଦ୍ଦଶାକୁ ନେଇ ବିଜେପି ସରକାରଙ୍କୁ ଭକ୍ତ ଚରଣ ଦାସଙ୍କ ତୀବ୍ର ସମାଲୋଚନା

ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୟାବହ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ସୃଷ୍ଟି ହୋଇଥିବା ଦୁର୍ଦ୍ଦଶା ପାଇଁ ବିଜେପି ସରକାରଙ୍କ ଚରମ ଅବହେଳା, ଅପାରଗତା ଓ ଦାୟିତ୍ୱହୀନ ଆଭିମୁଖ୍ୟକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ତୀବ୍ର…

3 dead in Kandhamal landslide: କନ୍ଧମାଳରେ ଭୂସ୍ଖଳନ: ତିନି ମୃତ, ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କେଲେ ମୁଖ୍ୟମନ୍ତ୍ରୀ

ଅର୍ଣ୍ଣବ’ ବାତ୍ୟା ପ୍ରଭାବରେ ଲାଗିରହିଥିବା ପ୍ରବଳ ବର୍ଷା କାରଣରୁ କନ୍ଧମାଳ ଜିଲ୍ଲା ରାୟକିଆ ବ୍ଲକ ଅନ୍ତର୍ଗତ ଡାଙ୍ଗେସି ଗ୍ରାମରେ ଏକ ମର୍ମନ୍ତୁଦ ଭୂସ୍ଖଳନ ଘଟିଯାଇଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ମୃତକମାନେ ହେଲେ…

Nepal Flash Flood Today: ନେପାଳରେ ଭୂସ୍କଳନ ଯୋଗୁଁ ଭୟଙ୍କର ବନ୍ୟା

ନେପାଳର ପାହାଡ଼ିଆ ଅଞ୍ଚଳରେ ଘଟିଥିବା ଭୂସ୍ଖଳନ କାରଣରୁ ପୁଣି ଏକ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପରମୁଣ୍ଡରେ ମାଟି ଓ ପଥର ଖସିବା ପରେ ବୁଢ଼ୀ ଗଣ୍ଡକୀ ନଦୀରେ ହଠାତ୍ ଜଳପ୍ରବାହ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଛି। ଫଳରେ ନେପାଳର…

Landslide in Digapahandi: ଦିଗପହଣ୍ଡିରେ ପ୍ରବଳ ବର୍ଷା: ପାହାଡ଼ରୁ ଖସିଲା ପଥର ଓ ମାଟି ଅଟଡ଼ା; ଯାତାୟାତ ବାଧାପ୍ରାପ୍ତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାଣ ବର୍ଷା ହେତୁ ସ୍ଥାନୀୟ ପାହାଡ଼ରୁ ବିଶାଳ ପଥର ସହ ମାଟି ଅଟଡ଼ା ଖସିପଡ଼ିବାରୁ ଚାରିଆଡ଼େ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ବିଶେଷ କରି ପାଟପୁର ଆଙ୍କୁଲି…

Kalinga Ghat Closed: ଲଘୁଚାପ ବର୍ଷା ଓ ଭୂସ୍ଖଳନ ଆଶଙ୍କା; କଳିଙ୍ଗା ଘାଟି ଯାତାୟାତ ବନ୍ଦ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି କଳିଙ୍ଗ ଘାଟିରେ ଯାନବାହନ ଚଳାଚଳ ଦୁଇ ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଥିବାରୁ ଯାତ୍ରୀମାନଙ୍କ…

Landslide Risk in Odisha: ପାହାଡ଼ିଆ ଅଞ୍ଚଳରେ ଚିହ୍ନଟ ହେବ ଭୂସ୍ଖଳନ ପ୍ରବଣ ରାସ୍ତା; ୭ ଦିନରେ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ପାହାଡ଼ିଆ ଅଞ୍ଚଳର ଭୂସ୍ଖଳନ ପ୍ରବଣ ରାସ୍ତାଗୁଡ଼ିକୁ ଚିହ୍ନଟ କରିବା ପାଇଁ ଓଡ଼ିଶା ସରକାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ୨୦୨୬-୨୭ ଆର୍ଥିକ ବର୍ଷରେ ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDMF) ଅଧୀନରେ ଆର୍ଥିକ…

Landslides in J&K’s Poonch: ଜମ୍ମୁ କାଶ୍ମୀରରେ ଭୂସ୍ଖଳନ; ୭ ମୃତ

ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାର ଲୋରନ ଅଞ୍ଚଳରେ ଭୂସ୍ଖଳନ । ଗୋଟିଏ କଚାଘର ଧୋଇଯିବାରୁ ୪ ମହିଳାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ରାଜୌରୀ-ପୁଞ୍ଚ ଅଞ୍ଚଳରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ହୋଇଥିବା ତାଣ୍ଡବରେ ଏଯାବତ ମୃତ୍ୟୁ ସଂଖ୍ୟା…

Wayanad Landslides: କେରଳମ ୱାଏନାଡ୍‌ରେ ଭୂସ୍ଖଳନ; ୫ମୃତ

କେରଳମ ୱାଏନାଡ୍‌ରେ ଭୂସ୍ଖଳନ । କେରଳର ୱାୟାନାଡ ଜିଲ୍ଲାରେ କ୍ରମାଗତ ପ୍ରବଳ ବର୍ଷା ଯୋଗୁଁ କଲାଡି ମୀନାକ୍ଷୀ ବ୍ରିଜ୍‌ ନିକଟରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟି ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ଅନେକ…

ହିମାଚଳ ପ୍ରଦେଶରେ ଭୂସ୍ଖଳନ ପରେ ବସ୍ ଉପରେ ପଡ଼ିଲା ପଥର ଓ ମାଟି ଅତଡ଼ା: ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି

ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲା ବଲ୍ଲୁ ବ୍ରିଜ୍ ନିକଟରେ ଭୂସ୍ଖଳନ ଫଳରେ ବସ୍ ଉପରେ ମାଟି ଅତଡା ଖସିବାରୁ ଏପର୍ଯ୍ୟନ୍ତ ୧୮ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି । ହିମାଚଳ ପ୍ରଦେଶର…