Tag: Poonch

Landslides in J&K’s Poonch: ଜମ୍ମୁ କାଶ୍ମୀରରେ ଭୂସ୍ଖଳନ; ୭ ମୃତ

ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାର ଲୋରନ ଅଞ୍ଚଳରେ ଭୂସ୍ଖଳନ । ଗୋଟିଏ କଚାଘର ଧୋଇଯିବାରୁ ୪ ମହିଳାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ରାଜୌରୀ-ପୁଞ୍ଚ ଅଞ୍ଚଳରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ହୋଇଥିବା ତାଣ୍ଡବରେ ଏଯାବତ ମୃତ୍ୟୁ ସଂଖ୍ୟା…