ଜମ୍ମୁ-କାଶ୍ମୀର ପୁଞ୍ଚ-ରଜୌରୀରେ ଫ୍ଲାସ୍ ଫ୍ଲଡ୍। କାଲି ରାତିରେ ଜମ୍ମୁ କଶ୍ମୀରରେ ବର୍ଷା ତାଣ୍ଡବ ରଚିଛି । ଅବିଶ୍ରାନ୍ତ ବର୍ଷା ଯୋଗୁଁ ଅଚାନକ ବନ୍ୟା ଫଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ନିଖୋଜ ଅଛନ୍ତି। ନିଖୋଜ ଥିବା ବ୍ୟକ୍ତିମାନଙ୍କୁ ପ୍ରଶାସନ ପକ୍ଷରୁ ଖୋଜା ଚାଲିଛି । ଅନ୍ୟପଟେ କଶ୍ମୀର ପ୍ରଶାସନ ଲୋକଙ୍କୁ ଅନାବଶ୍ୟକୀୟ ଯାତ୍ରା କରିବାକୁ ବାରଣ କରିଛନ୍ତି। ଲୋକଙ୍କୁ ନଦୀ, ନାଳ ଏବଂ ବନ୍ୟା ଆଶଙ୍କା ଥିବା ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । Post navigation Egg Price Rise: ୯ ଟଙ୍କାରେ ପହଞ୍ଚିଛି ଅଣ୍ଡାର ଦର: ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ PV Sindhu Wins Maiden Japan: ଜାପାନ ଓପନ୍ ଜିତି ଇତିହାସ ରଚିଲେ ସଟଲର ପିଭି ସିନ୍ଧୁ