ଇତିହାସ ରଚିଲେ ଭାରତର କିମ୍ବଦନ୍ତୀ ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ । ଜାପାନ ଓପନ୍‌ ଜିତି ଇତିହାସ ରଚିଲେ ସଟଲର ପିଭି ସିନ୍ଧୁ । ପ୍ରଥମ ଭାରତୀୟ ଭାବେ ୩ ଥରର ବିଶ୍ବ ଚାମ୍ପଅନ୍‌ ୟାମାଗୁଚିଙ୍କୁ ହରାଇଛନ୍ତି ପିଭି ସିନ୍ଧୁ।

ସିଧାସଳଖ ଗେମ୍ ରେ ଜାପାନୀ ଖେଳାଳିଙ୍କୁ ୨୧-୧୭, ୨୧-୧୭ ରେ ପରାସ୍ତ କରିଛନ୍ତି। ଡିସେମ୍ବର ୨୦୨୪ରେ ଘରୋଇ ମାଟିରେ ସୟଦ ମୋଦି ଇଣ୍ଟରନ୍ୟାସନାଲ୍ ଟାଇଟଲ୍ ଜିତିବା ପରେ ଏହା ସିନ୍ଧୁଙ୍କ ପ୍ରଥମ ଟାଇଟଲ୍। ୨୦୧୯ ରେ ବିଶ୍ୱ ଚାମ୍ପିଅନ୍ସିପ୍ ଜିତିବାର ସାତ ବର୍ଷ ପରେ ଏହା ସିନ୍ଧୁଙ୍କ ପ୍ରଥମ ବଡ଼ ଟାଇଟଲ୍ ସଫଳତା।

Leave a Reply

Your email address will not be published. Required fields are marked *