ଖେଳ ତାଜା ଖବର PV Sindhu Wins Maiden Japan: ଜାପାନ ଓପନ୍ ଜିତି ଇତିହାସ ରଚିଲେ ସଟଲର ପିଭି ସିନ୍ଧୁ July 19, 2026 Papirani ଇତିହାସ ରଚିଲେ ଭାରତର କିମ୍ବଦନ୍ତୀ ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ । ଜାପାନ ଓପନ୍ ଜିତି ଇତିହାସ ରଚିଲେ ସଟଲର ପିଭି ସିନ୍ଧୁ । ପ୍ରଥମ ଭାରତୀୟ ଭାବେ ୩ ଥରର ବିଶ୍ବ ଚାମ୍ପଅନ୍ ୟାମାଗୁଚିଙ୍କୁ ହରାଇଛନ୍ତି ପିଭି ସିନ୍ଧୁ। ସିଧାସଳଖ…