Tag: Jagannath Mahaprabhu

Ratha Jatra 2026: ପୁନର୍ବାର ଆରମ୍ଭ ହେଲା ଶ୍ରୀଜୀଉଙ୍କ ୩ ରଥ ଟଣା ପ୍ରକ୍ରିୟା

ଗତକାଲି ଅଟକିଥିବା ଶ୍ରୀଜୀଉଙ୍କ ରଥ ଟଣା ପ୍ରକ୍ରିୟା ଆଜି ପୁନର୍ବାର ଆରମ୍ଭ ହୋଇଛି । ଶୁକ୍ରବାର ସକାଳୁ ବିଧିବିଧାନ ପରେ ବଡ଼ଦାଣ୍ଡରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଶରଧାବାଲି ଅଭିମୁଖେ ୩ ରଥ ଗଡ଼ିବା ଆରମ୍ଭ କରିଛି । ଘଣ୍ଟ, ହରିବୋଲ ଓ…