ratha-jatra-2026-pulling-of-3-chariots-resumes-on-grand-road-in-puri
ଗତକାଲି ଅଟକିଥିବା ଶ୍ରୀଜୀଉଙ୍କ ରଥ ଟଣା ପ୍ରକ୍ରିୟା ଆଜି ପୁନର୍ବାର ଆରମ୍ଭ ହୋଇଛି । ଶୁକ୍ରବାର ସକାଳୁ ବିଧିବିଧାନ ପରେ ବଡ଼ଦାଣ୍ଡରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଶରଧାବାଲି ଅଭିମୁଖେ ୩ ରଥ ଗଡ଼ିବା ଆରମ୍ଭ କରିଛି । ଘଣ୍ଟ, ହରିବୋଲ ଓ ହୁଳହୁଳିରେ କମ୍ପିଉଠିଛି ବଡ଼ଦାଣ୍ଡ । ଲକ୍ଷ ଲକ୍ଷ ଭକ୍ତଙ୍କ “ଜୟ ଜଗନ୍ନାଥ” ଧ୍ୱନି ମଧ୍ୟରେ ତିନି ରଥ ଧୀରେ ଧୀରେ ଆଗକୁ ବଢ଼ୁଛି । 
 
ଗତକାଲି, ପ୍ରଭୁ ବଳଭଦ୍ରଙ୍କ ରଥ, ତାଳଧ୍ୱଜ, ଫାୟାର୍ ଷ୍ଟେସନ ନିକଟରେ ଅଟକିଥିବା ବେଳେ, ଦେବୀ ସୁଭଦ୍ରାଙ୍କ ରଥ, ଦର୍ପଦଳନ, ମରିଚିକୋଟ ଛକରେ ଅଟକି ଯାଇଥିଲା । ସେହିପରି, ପ୍ରଭୁ ଜଗନ୍ନାଥଙ୍କ ରଥ, ନନ୍ଦିଘୋଷ ରଥ ସିଂହଦ୍ୱାର ନିକଟରେ ଅଟକି ଯାଇଥିଲା । 

By Nirvay

Leave a Reply

Your email address will not be published. Required fields are marked *