Tag: Iskcon

Ratha Jatra Row: ଇସ୍କନ୍‌ କମ୍ୟୁନିକେସନ ଅଫିସ୍‌ ନୂଆଦିଲ୍ଲୀର ପ୍ରେସ୍‌ ରିଲିଜ ବିଭ୍ରାନ୍ତିକର: ଶ୍ରୀମନ୍ଦିର ପ୍ରଶାସନ

ଅଦିନିଆ ରଥଯାତ୍ରା ଆୟୋଜନ ନେଇ ଇସ୍କନର ଯୁକ୍ତି ଏବଂ ଗଜପତି ମହାରାଜାଙ୍କ ବର୍ଲିନ ରଥଯାତ୍ରାରେ ସାମିଲ ନେଇ ସ୍ପଷ୍ଟୀକରଣ ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଇସ୍କନ୍ କମ୍ୟୁନିକେସନ ଅଫିସ୍ ନୂଆଦିଲ୍ଲୀ ଦ୍ୱାରା ଗତ ୧୨ ତାରିଖରେ ଜାରି ହୋଇଥିବା ପ୍ରେସ୍ ରିଲିଜକୁ…

ISKCON Rejects Gajapati’s Appeal: ଗଜପତି ମହାରାଜାଙ୍କ ଅପିଲ୍‌କୁ ପ୍ରତ୍ୟାଖ୍ୟାନ କଲା ଇସ୍କନ

ଗଜପତି ମହାରାଜାଙ୍କ ଅପିଲ୍‌କୁ ପ୍ରତ୍ୟାଖ୍ୟାନ କଲା ଇସ୍କନ । ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ଗଜପତି ମହାରାଜ ଦିବ୍ୟସିଂହ ଦେବ କରିଥିବା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି ଇସ୍କନ । ଗତ ଜୁଲାଇ ୪ ତାରିଖରେ ଇସ୍କନକୁ ଚିଠି ଲେଖି ତିଥି ବିହୀନ…

ISKCON’s Untimed Ratha Jatra Controversy: ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାକୁ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଗଜପତି ମହାରାଜାଙ୍କ ଚିଠି

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ପୁରୀ ଗଜପତି ମହାରାଜା । ଭାରତ ବାହାରେ ଇସ୍କନ ଦ୍ୱାରା ମନଇଚ୍ଛା ତାରିଖରେ ସ୍ନାନଯାତ୍ରା ଏବଂ ରଥଯାତ୍ରା ପାଳନ କରିବା ନେଇ ବଢ଼ୁଥିବା ବିବାଦର ସମାଧାନ ପାଇଁ ପୁଣି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

Gajapati Maharaja Writes To ISKCON: ଅ-ତିଥି ସ୍ନାନଯାତ୍ରା ଓ ରଥଯାତ୍ରା ପାଳନକୁ ବିରୋଧ; ଇସ୍କନର GBCକୁ ଗଜପତି ମହାରାଜାଙ୍କ ଚିଠି

ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ଇସ୍କନର ପରିଚାଳନା ପରିଷଦ କମିଶନ (GBC)କୁ ଚିଠି ଲେଖି ଭାରତ ଏବଂ ବିଦେଶର ବିଭିନ୍ନ ସହରରେ ସଂଗଠନ ଦ୍ୱାରା ସ୍ନାନ ଯାତ୍ରା ଏବଂ ରଥଯାତ୍ରାର ଅକାଳ ପାଳନ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ଚିଠିରେ,…

Unauthorized RathYatra in Baltimore, USA: ପୁଣି ଇସ୍କନର ମନମାନି; ଆମେରିକାରେ ଅଦିନିଆ ରଥଯାତ୍ରା

ପୁଣି ଅମାନିଆ ଇସ୍କନ୍‌। ଜଗନ୍ନାଥ ସଂସ୍କୃତିକୁ ନେଇ ପୁଣି ଇସ୍କନର ମନମାନି। ବାରମ୍ୱାର ବାରଣ ସତ୍ତ୍ବେ ମାନୁନି ଇସ୍କନ। ଆମେରିକା ମ୍ୟାରିଲାଣ୍ଡ୍‌ରେ ଅଦିନିଆ ରଥଯାତ୍ରା ଦେଖିବାକୁ ମିଳିଛି। ଏହାପରେ ଆମେରିକାର ଓଡ଼ିଆ ଭକ୍ତମାନେ ତୀବ୍ର ବିରୋଧ କରିଛନ୍ତି। ଓଡ଼ିଆ ଶ୍ରଦ୍ଧାଳୁ ଭିଡିଓ…

Untimely Rath Yatra Celebrations Abroad: ପୁଣି ଇସ୍କନର ମନମାନୀ; ବିଦେଶରେ ଅଦିନିଆ ରଥଯାତ୍ରା

ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ନେଇ ପୁଣି ଚର୍ଚ୍ଚାରେ ଇସ୍କନ୍। ପୁଣି ଇସ୍କନର ମନମାନୀ ଦେଖିବାକୁ ମିଳିଛି। ଦ. ଆଫ୍ରିକା ଓ ଆମେରିକାରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଛି। କାଲି ଦୁଇ ଦେଶରେ ଇସ୍କନ ପକ୍ଷରୁ ରଥଯାତ୍ରା ପାଳନ କରାଯାଇଛି ।…

Snana Yatra Row: ଲଣ୍ଡନରେ ଇସ୍କନ ପକ୍ଷରୁ ଅଦିନିଆ ସ୍ନାନଯାତ୍ରା

ପୁଣି ଇସ୍କନର ମନମାନୀ ଦେଖିବାକୁ ମିଳିଛି। ଲଣ୍ଡନରେ ଇସ୍କନ ପକ୍ଷରୁ ଅଦିନିଆ ସ୍ନାନଯାତ୍ରା। ଲଣ୍ଡନ ନିକଟ ୱାଟ୍‌ଫୋର୍ଡରେ ଅଦିନିଆ ସ୍ନାନଯାତ୍ରା। ଗଜପତି ମହାରାଜାଙ୍କ ବାରମ୍ବାର ବାରଣ ସତ୍ତ୍ବେ ମାନୁନି ଇସ୍କନ । ଇସ୍କନ ଭକ୍ତି ବେଦାନ୍ତ ମାନୋର ପକ୍ଷରୁ ସ୍ନାନଯାତ୍ରା ପାଳନ…