Tag: ISKCON Bangalore

Bengaluru ISKCON Writes To Gajapati: ଗଜପତିଙ୍କୁ ସମର୍ଥନ ଜଣାଇଲା ବେଙ୍ଗାଲୁରୁ ଗ୍ରୁପ୍‌

ଗଜପତିଙ୍କୁ ସମର୍ଥନ ଜଣାଇଲା ବେଙ୍ଗାଲୁରୁ ଗ୍ରୁପ୍‌ । ପୁରୀ ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ରଥଯାତ୍ରା ପାଳନ କରିବାକୁ ଗଜପତି ମହାରାଜାଙ୍କୁ ଚିଠି ଲେଖି ଅବଗତ କଲେ ବେଙ୍ଗାଳୁରୁ ଶାଖା । ବେଙ୍ଗାଲୁରୁ ଇସ୍କନର ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷ ମଧୁ ପଣ୍ଡିତ…