Tag: Gujarat

ଜରୁରୀ ଅବତରଣ ବେଳେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଗୁଜରାଟର ପୋରବନ୍ଦର ଉପକୂଳ ଆରବ ସାଗରରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଜରୁରୀ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ୩ ଜଣ କ୍ରୁ ମେମ୍ବର ନିଖୋଜ ହୋଇଯାଇଛନ୍ତି । ଆଇସିଜେର ଆଡଭାନ୍ସ ଲାଇଟ୍ ହେଲିକପ୍ଟର (ଏଏଲଏଚ୍)ରେ ଥିବା ୪ ଜଣ…

ଗୁଜରାଟରେ ବନ୍ୟା ସ୍ଥିତି; ୨ ଦିନରେ ୨୯ ମୃତ

ଜଳମଗ୍ନ ହେଲା ଗୁଜରାଟ। ଚାରିଆଡେ ଲାଗିଲା ବର୍ଷାର କର୍ଫ୍ୟୁ। ପ୍ରବଳ ବର୍ଷା ପରେ ହୋଇଛି ଜଳପ୍ରଳୟ। ବନ୍ୟା ସ୍ଥିତି ଉପୁଜିଛି। ଫଳରେ ଅଧା ରାଜ୍ୟ ପାଣିରେ ବୁଡ଼ି ଯାଇଛି। ଗତ ତିନି ଦିନ ମଧ୍ୟରେ ଏଠାରେ ୨୯ ଜଣ ପ୍ରାଣ ହରାଇ…

ନିର୍ବାଚନ ଫଳାଫଳ ପୂର୍ବରୁ ବିଜୟର ଖାତା ଖୋଲିଲା ବିଜେପି

ଚଳିତବର୍ଷ ଲୋକସଭା ନିର୍ବାଚନର ଫଳାଫଳ ପାଇଁ ଗଣନା ବର୍ତ୍ତମାନ ଆରମ୍ଭ ହୋଇଛି । ଅପରାହ୍ନ ସୁଦ୍ଧା କିଏ ଜିତିଛୁ ଏବଂ କିଏ ହାରିଛୁ ତାହାର ଚିତ୍ର ସ୍ପଷ୍ଟ ହୋଇଯିବ । କିନ୍ତୁ ଭୋଟ୍ ଗଣନା ହେବା ପୂର୍ବରୁ ଗୋଟିଏ ଆସନର ଫଳାଫଳ…

ଅହମ୍ମଦାବାଦ ବିମାନ ବନ୍ଦରରୁ ଗିରଫ ହେଲେ ୪ ଆତଙ୍କବାଦୀ

ଅହମ୍ମଦାବାଦ ବିମାନବନ୍ଦରରୁ ୪ଜଣ ଇସଲାମିକ୍ ଷ୍ଟେଟ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଗୁଜରାଟ ଆଣ୍ଟି-ଟେରୋର୍ ସ୍କ୍ୱାର୍ଡ (ATS) ଅହମଦାବାଦ ବିମାନବନ୍ଦରରୁ ସେମାନଙ୍କୁ ଗିରଫ କରିଛି।ଅହମଦାବାଦ ବିମାନବନ୍ଦରକୁ ବୋମା ପକାଇ ଉଡ଼ାଇ ଦେବାର ଧମକ ମିଳିବାର କିଛି ଦିନ ପରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ…

ଗୁଜୁରାଟର ପିଏମ ମୋଦୀଙ୍କ ଗାଁରୁ ମିଳିଲା କିଛି ଏମିତି ଜିନିଷ, ପଢନ୍ତୁ ପୁରା ଖବର

ଗୁଜୁରାଟ: ଗୁଜୁରାଟର ଭାଦନଗରରେ ୨୮୦୦ ବର୍ଷ ପୁରୁଣା ମାନବ ବସତିର ମୃତଦେହ ଆବିଷ୍କୃତ ହୋଇଛି, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଗ୍ରାମ ମଧ୍ୟ ହୋଇପାରେ। ଆଇଆଇଟି ଖଡକପୁର, ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI), ଫିଜିକାଲ୍ ରିସର୍ଚ୍ଚ ଲାବୋରେଟୋରୀ (PRL),…

ସୂର୍ଯ୍ୟ ନମସ୍କାରରେ ଗିନିଜ୍‌ ରେକର୍ଡ

ଗୁଜୁରାଟ: ଆଜି ଇଂରାଜୀ ନବବର୍ଷ ଉପଲକ୍ଷେ ଗୁଜୁରାଟ ମୋଧିରା ସ୍ଥିତ ସୂର୍ଯ୍ୟ ମନ୍ଦିରଠାରେ ଏକ ସହ ୪ ହଜାର ବ୍ୟକ୍ତି ୧୦୮ଟି ସ୍ଥାନରେ ପ୍ରଦର୍ଶନ କରିଛନ୍ତି ସୂର୍ଯ୍ୟ ନମସ୍କାର। ବିଶାଳ ବୃହତ ଏବଂ ରମ୍ୟ ପରିବେଶରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରାଯାଇଛି।…