Tag: Elections 2024

ହାତାହାତି ହେଲେ ବିଜେପି ଓ ସ୍ବାଧୀନ ବିଧାୟକ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ଶିବଶଙ୍କର ଦାସ

ଆଜି ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବା ବେଳେ ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ହିଂସା ଉପୁଜିଥିବାର ଦେଖାଦେଇଛି । ବ୍ରହ୍ମପୁରରେ ଦୁଇ ପ୍ରାର୍ଥୀ ତଥା ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ସ୍ବାଧୀନ…

୧୦ ଲକ୍ଷ ଟଙ୍କା ସହ ବିଜେଡି ନେତ୍ରୀ ଅପୂର୍ବା ଅପରୂପା ନୟାଗଡ଼-ବୌଦ୍ଧ ସୀମାରେ ଅଟକ

କରଡ଼ାକୋଠା ନିକଟରେ ଯାଞ୍ଚ ବେଳେ ଏକ କାରରୁ ବିପୁଳ ପରିମାଣର ଟଙ୍କା ଜବତ କଲା ପୁରୁଣାକଟକ ପୋଲିସ । ବିଡା ବିଡା ଟଙ୍କା ଜବତ ହେବା ପରେ ଗାଡ଼ିରେ ଲୁଚିଛନ୍ତି ବିଜେଡି ନେତ୍ରୀ ଅପୂର୍ବା ଅପରୂପା।ସାଲେପୁରର ବିଜେଡି ନେତ୍ରୀ ଏବଂ ବିଜେଡି…

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ହୋଇଛି ୬୨.୯୬% ମତଦାନ

ରାଜ୍ୟରେ ଚାଲିଛି ପ୍ରଥମ ପ୍ରର୍ଯ୍ୟାୟ ମତଦାନ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ଆଜି ସକାଳ ୭ଟାରୁ ମତଦାନ ଜାରି ରହିଛି। ସନ୍ଧ୍ୟା…

ଦିନ ୩ଟା ସୁଦ୍ଧା ଓଡ଼ିଶାରେ ୫୨.୯୧% ମତଦାନ ହୋଇଛି

ଦିନ ୩ଟା ସୁଦ୍ଧା ଓଡ଼ିଶାରେ ୫୨.୯୧% ମତଦାନ ହୋଇଛି। ଗଜପତିରେ ୪୫.୨୯%,ଗଞ୍ଜାମରେ ୪୪.୩୯%, ନୂଆପଡ଼ାରେ ୫୮.୨୫%, କଳାହାଣ୍ଡିରେ ୫୭.୯୧%,କୋରାପୁଟରେ ୫୩.୨୭%, ମାଲକାନଗିରିରେ ୫୩.୬୪%, ନବରଙ୍ଗପୁରରେ ୫୬.୭୬%, ରାୟଗଡ଼ାରେ ୫୩.୬୦% ମତଦାନ ହୋଇଛି। ସୂଚନା ଯୋଗ୍ୟ ଯେ, ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ…

ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୩୯.୩୦% ମତଦାନ, ଆଗରେ ଅଛି ନବରଙ୍ଗପୁର

ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୩୯.୩୦% ମତଦାନ ହୋଇଛି। ଗଜପତିରେ ୪୦.୬୦%,ଗଞ୍ଜାମରେ ୩୨.୬୬%, ନୂଆପଡ଼ାରେ ୪୩.୧୩%, କଳାହାଣ୍ଡିରେ ୪୨.୪୮%,କୋରାପୁଟରେ ୩୮.୨୫%, ମାଲକାନଗିରିରେ ୩୯.୯୦%, ନବରଙ୍ଗପୁରରେ ୪୪.୧୯%, ରାୟଗଡ଼ାରେ ୩୬.୧୧% ମତଦାନ ହୋଇଛି। ସୂଚନା ଯୋଗ୍ୟ ଯେ, ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ…

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ: ସକାଳ ୧୧ଟା ସୁଦ୍ଧା ୨୩.୨୮%

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ମତଦାନ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ପ୍ରେସ୍‌ ମିଟରେ କହିଛନ୍ତି, ସକାଳ ୧୧ଟା ସୁଦ୍ଧା ଓଡ଼ିଶାରେ ୨୩.୨୮% ମତଦାନ ହୋଇଛି । ନୂଆପଡାରେ ସର୍ବାଧିକ ୨୬.୮୦% ମତଦାନ ହୋଇଥିବା…

ଆଜି କୋଟିଆରେ ନିର୍ବାଚନ ପାଇଁ ଚାଲିଛି ମତଦାନ

ନିର୍ଦ୍ଧାରିକ କାର୍ଯ୍ୟସୂଚୀ ଅନୁଯାୟୀ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଆଜି କୋଟିଆରେ ମଧ୍ୟ ଶାନ୍ତିଶୁଙ୍ଖଳାରେ ଚାଲିଛି ନିର୍ବାଚନ ପାଇଁ ଭୋଟ | ସମସ୍ତ ଆଶଙ୍କାକୁ ବିରୋଧ କରି କୋଟିଆର ଲୋକେ ଆଜି ଭୋଟ୍ ଦେଉଛନ୍ତି…

ଓଡ଼ିଶାବାସୀଙ୍କୁ ଭୋଟ ଦେବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ ମୋଦି

ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୪ ଲୋକସଭା ଓ ୨୮ ବିଧାନସଭା ଆସନ ପାଇଁ ମତଦାନ ହେବ। ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟରେ ଭୋଟ୍ ଗ୍ରହଣ ହେବ। ନିର୍ଦ୍ଧାରଣ ହେବ ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ। ୭ ହଜାର ୩୦୩…

ଓଡ଼ିଶାରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ

ଆଜି ଭୋଟ୍ ଦେଉଛି ଓଡ଼ିଶା । ଆଜି ଦେଶରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଥିବା ବେଳେ ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ୍। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଓଡ଼ିଶାର ୪ ଲୋକସଭା ଏବଂ ୨୮ ବିଧାନସଭା ଆସନରେ ସୋମବାର ସକାଳ…

ମେ ୨୦ରେ ପୁରୀରେ ମୋଦିଙ୍କ ରୋଡ ଶୋ

ପୁଣି ମେ ୨୦ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର କରିବାକୁ ଆସିବେ ମୋଦି। ପୁରୀରେ ବିଶାଳ ରୋଡ୍ ଶୋ କରିବା ସହ କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ ବୋଲି ସୂଚନା…