Tag: Djibouti

Djibouti Migrant Boat Capsizes: ଜିବୁଟି ଉପକୂଳରେ ବୁଡ଼ିଗଲା ଡଙ୍ଗା: ୧୩୯ ପ୍ରବାସୀ ମୃତ, ୮୪ ନିଖୋଜ

ପୂର୍ବ ଆଫ୍ରିକାର ଜିବୁଟି ଉପକୂଳରେ ଏକ ଭୟାବହ ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅତିକମରେ ୧୩୯ ଜଣ ପ୍ରବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୮୪ ଜଣ ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରେ ୧୫…