Tag: cyclone

Cyclone Ditwah: ଆଜି ମଧ୍ୟାହ୍ନରୁ ସନ୍ଧ୍ୟା ସୁଦ୍ଧା ଲାଣ୍ଡଫଲ୍ କରିବ ବାତ୍ୟା ‘ଡିଟୱା’

ଆଜି ମଧ୍ୟାହ୍ନରୁ ସନ୍ଧ୍ୟା ସୁଦ୍ଧା ଲାଣ୍ଡଫଲ୍ କରିବ ବାତ୍ୟା ‘ଡିଟୱା’ । ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଡିଟୱା’ ଶ୍ରୀଲଙ୍କାରେ ତାଣ୍ଡବ ରଚିଛି ଏବଂ ବର୍ତ୍ତମାନ ଭାରତର ଦକ୍ଷିଣ ଉପକୂଳ ଆଡକୁ ଗତି କରୁଛି । ଯାହା ଫଳରେ ତାମିଲନାଡୁ-ପୁଡୁଚେରୀ ଉପକୂଳ ମଧ୍ୟରେ ସ୍ଥଳଭାଗ…

CycloneMontha: ୨୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ‘ମୋନ୍ଥା’

୨୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ‘ମୋନ୍ଥା’ । ଆଜି ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଆସନ୍ତକାଲି ଅବପାତର ରୂପ ନେବ। ୨୬ ବେଳକୁ ଏହା ଗଭୀର ଅବପାତରେ ପରିଣତ ହୋଇ ୨୭ ତାରିଖ ସକାଳେ ବାତ୍ୟାରେ ପରିଣତ ହେବ।…

ରାଜ୍ୟରେ ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେଉ ନାହିଁ: ଆଇଏମ୍‌ଡି ଡିଜି

ରାଜ୍ୟରେ ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେଉ ନାହିଁ । ରାଜ୍ୟରେ ବର୍ଷା ସ୍ଥିତିକୁ ନେଇ ଆଜି ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି । ସେ କହିଛନ୍ତି ଆସନ୍ତା ୨୦ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ।…

ବାତ୍ୟା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ର ରେ ହେନ୍ତାଳ ବଣ ଗୁରୁତ୍ବପୂର୍ଣ୍ଣ : ସୁରେଶ ପୂଜାରୀ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମନ୍ତବ୍ୟ ଦେଇଛନ୍ତି ଯେ ବାତ୍ୟା ‘ଦାନା’ ପ୍ରଭାବିତ ଓଡ଼ଶାର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ହେନ୍ତାଳ ବନ ସୃଷ୍ଟି ପାଇଁ ଓଡିଶା ସରକାର ଯୋଜନା ଆରମ୍ଭ କରିଛନ୍ତି | ବାତ୍ୟା ‘ଦାନା’ ଓଡ଼ିଶାର…

ମାଡ଼ିଆସୁଛି ବାତ୍ୟା ଦାନା; ପର୍ଯ୍ୟଟକଙ୍କ ପାଇଁ ଦୁଇ ଦିନ ବନ୍ଦ ରହିବ ନନ୍ଦନକାନନ

ରାଜ୍ୟକୁ ମାଡିଆସୁଛି ବାତ୍ୟା ‘ଦାନା’ । ସମ୍ଭାବ୍ୟ ବାତ୍ୟା ପାଇଁ କଡା ସୁରକ୍ଷା ବଳୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ତେଣୁ ଦୁଇଦିନ ଅର୍ଥାତ୍ ୨୪ ଓ ୨୫ ତାରିଖ ବନ୍ଦ ରହିବ ନନ୍ଦନକାନନ । ଅନ୍ୟପଟେ ନନ୍ଦନକାନନର ସମସ୍ତ କର୍ମଚାରୀଙ୍କୁ…

ଭିତରକନିକା-ଧାମରା ମଧ୍ୟରେ ବାତ୍ୟା ‘ଦାନା’ କରିବ ଲ୍ୟାଣ୍ଡଫଲ୍!

ବାତ୍ୟା ‘ଦାନା’ ପୁଣି ଥରେ ନିଜର ଦିଗ ପରିବର୍ତ୍ତନ କରିଛି । ସମୁଦ୍ର ଗର୍ଭରେ ଧିରେ ଧିରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ‘ଦାନା’ ଆସନ୍ତାକାଲି ସୁଦ୍ଧା ଏହା ଭୀଷଣ ବାତ୍ୟାରେ ରୂପ ନେବ । ଏହାରି ଭିତରେ…

ଜୀବନ ଅମୂଲ୍ୟ ତେଣୁ ବାତ୍ୟା ପାଇଁ ଭୟ କରନ୍ତୁନି, ସଜାଗ ରୁହନ୍ତୁ ବୋଲି ରାଜ୍ୟବାସୀଙ୍କୁ ନିବେଦନ କଲେ ନବୀନ ପଟ୍ଟନାୟକ

ବାତ୍ୟା ‘ଦାନା’ ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ କହିଛନ୍ତି ସଚେତନତା ଓ ସତର୍କତା ହିଁ ସମ୍ଭାବ୍ୟ ବାତ୍ୟା ‘ଦାନା’ରୁ ଆମକୁ ସୁରକ୍ଷିତ କରିବ। ବାତ୍ୟା ଆସୁଥିବା…

ସମ୍ଭାବ୍ୟ ବାତ୍ୟା ପାଇଁ ରେଳବାଇ ସମ୍ପୂର୍ଣ ପ୍ରସ୍ତୁତ : ଅଶ୍ବିନୀ

ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ନେଇ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି । ଘନଘନ ସମୀକ୍ଷା ବୈଠକ ସହ ଲୋକଙ୍କ ସମସ୍ୟାକୁ ଦୂର କରିବା ଏବଂ ଯେପରି ଗୋଟିଏ ବି ଜୀବନହାନି ନହୁଏ ସେଥ‌ିପ୍ରତି ଦୃଷ୍ଟି ଦିଆଯାଉଛି । ଏହି…

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଦାନା’

ଗଭୀର ଅବପାତ ବଙ୍ଗୋପସାଗରରେ ନେଲା ବାତ୍ୟାର ରୂପ । ଘଣ୍ଟାପ୍ରତି ୧୮ କିମି ବେଗରେ ଆଗକୁ ବଢୁଛି ‘ଦାନା’ ।ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି ।ପାରାଦୀପଠୁ ୫୬୦ ଓ ସାଗରଦ୍ବୀପରୁ ୬୩୦ କିମି…

ବାତ୍ୟା ‘ଦାନା’ ମୁକାବିଲା ପାଇଁ ୯ଜଣ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ‘ଦାନା’ ର ମୁକାବିଲା ପାଇଁ ରାଜ୍ୟ ସରକାର ‘ଜିରୋ କାଜିଆଲିଟି’ ଉପରେ ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ଆଜି ୯ଜଣ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ବାତ୍ୟା ମୁକାବିଲା ଓ ପ୍ରସ୍ତୁତି ଆଦିର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ମୋହନ…