Tag: Capital hospital

Capital Hospital Doctor Attacked:କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କୁ ଆକ୍ରମଣ ଘଟଣା; ପ୍ରତିବାଦରେ କଳା ବ୍ୟାଜ ପିନ୍ଧି ଡାକ୍ତରଙ୍କ ରୋଗୀ ସେବା

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣ ଘଟଣାକୁ ନେଇ ପ୍ରତିବାଦକୁ ଓହ୍ଲାଇଛନ୍ତି ଡାକ୍ତର। ପ୍ରତିବାଦରେ କଳା ବ୍ୟାଜ ପିନ୍ଧି ଓପିଡିରେ ଡାକ୍ତରଙ୍କ ରୋଗୀ ସେବା ଆରମ୍ଭ କରିଛନ୍ତି । ଏହା ସହ ସରକାରୀ ଡାକ୍ତରଙ୍କୁ ସୁରକ୍ଷା ଦାବି କଲା ଜୁନିୟର ଡାକ୍ତର…

World AIDS Day: ଆଜି ବିଶ୍ୱ ଏଡସ ଦିବସ

ଆଜି ବିଶ୍ୱ ଏଡସ ଦିବସ । ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ବିଶ୍ୱ ଏଡସ୍ ଦିବସ ଭାବେ ପାଳନ କରାଯାଉଛି । ଆଜି ଏହି ବିଶ୍ୱ ଏଡ୍‌ସ ଦିବସରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପରିସରରେ ସଚେତନତା ରାଲି…

କ୍ୟାପିଟାଲ ହସ୍ପିଟାଲର ଆଇସିୟୁ ବେଡ୍ ସଂଖ୍ୟା ୪୦ ହେବ

କ୍ୟାପିଟାଲ ହସ୍ପିଟାଲର ଆଇସିୟୁ ବେଡ୍ ସଂଖ୍ୟା ୧୬ରୁ ୪୦କୁ ବଢ଼ିବ । କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ଅଧ୍ଯକ୍ଷା ତଥା ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ଏବେ କ୍ୟାପିଟାଲ ହସପିଟାଲରେ ୧୬ଟି ଆଇସିୟୁ ବେଡ୍ ରହିଛି।…

କ୍ୟାପିଟାଲ୍ ହସ୍ପିଟାଲ୍‌ରେ ୪୦କୁ ବଢ଼ିବ ଆଇସିୟୁ ବେଡ୍ ସଂଖ୍ୟା

କ୍ୟାପିଟାଲ୍ ହସ୍ପିଟାଲ୍‌ରେ ବଢ଼ିବ ଆଇସିୟୁ ବେଡ୍ ସଂଖ୍ୟା । କ୍ୟାପିଟାଲ ହସ୍ପିଟାଲ୍‌ରେ ରୋଗୀ କଲ୍ୟାଣ ସମିତି ‌ସାଧାରଣ (ଆର୍‌କେଏସ୍‌) ବୈଠକରେ ଆଇସିୟୁ ବେଡ୍ ସଂଖ୍ୟା ବଢ଼ିବା ନେଇ ନିଷ୍ପତ୍ତି ନିଆ ଯାଇଛି । ଏ ନେଇ ସମିତି ଅଧ୍ୟକ୍ଷା ଭୁବନେଶ୍ୱର ସାଂସଦ…

ସଫେଇ କର୍ମଚାରୀଙ୍କ ଆନ୍ଦୋଳନ; କ୍ୟାପିଟାଲ ହସ୍ପିଟାଲରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଦଶହରା ବୋନସ ଓ ମାସକର ଦରମା ପ୍ରଦାନ ଦାବିରେ ଗତକାଲିଠୁ କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀ ଧାରଣାରେ ବସିଛନ୍ତି। ଫଳରେ କ୍ୟାପିଟାଲ ହସ୍ପିଟାଲ ପରିସରରେ କୁଢ଼ କୁଢ଼ ଆବର୍ଜନା ଗଦା ହେବା ସହ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଦୁର୍ଗନ୍ଧରେ ନାକ…

ରାତିରେ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ରାତିରେ ରୋଗୀ ମାନଙ୍କର କିପରି ଯତ୍ନ ନିଆ ଯାଉଛି ସେ ସମ୍ପର୍କରେ ପଚାରି ବୁଝିଛନ୍ତି। ରୋଗୀ ମାନଙ୍କୁ ସହିତ ଆଲୋଚନା କରି ସେମାନଙ୍କ ରହିବା,…

ତାତିଲେ ସଫେଇ କର୍ମଚାରୀ!

ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ଆନ୍ଦୋଳନ । ଏମିତି ଖବର ଆଜି ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଦରମା ମିଳିବାରେ ବିଳମ୍ବ ଏବଂ ରୋଗୀଙ୍କ ସମ୍ପର୍କୀୟ ମାନେ ମାଡ ମାରୁଥିବା ସୁରକ୍ଷାକର୍ମୀମାନେ ଅଭିଯୋଗ କରିଛନ୍ତି।…