Tag: Cabinet

Odisha Railway Project: ଓଡ଼ିଶା ପାଇଁ ବଡ଼ ଭେଟି; ଖଡ଼ଗପୁର-ଝାରସୁଗୁଡ଼ା ମଧ୍ୟରେ ନିର୍ମାଣ ହେବ ୪ର୍ଥ ରେଳ ଲାଇନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (CCEA) ବୈଠକରେ ୧୦,୭୮୩ କୋଟି ଟଙ୍କାର ଆନୁମାନିକ ଖର୍ଚ୍ଚରେ ଖଡ଼ଗପୁର-ଝାରସୁଗୁଡ଼ା ୪ର୍ଥ ଲାଇନ୍ ସମେତ ୩ଟି ରେଳ ବହୁ-ଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ…

PM Kisan Yojana: ଆଉ ୫ ବର୍ଷ ବଢିଲା ପିଏମ୍ କିଷାନ ଯୋଜନା

ଦେଶର ଚାଷୀଙ୍କ ପାଇଁ କେନ୍ଦ୍ର କ୍ୟାବିନେଟ୍‌ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଉ ୫ ବର୍ଷ ବଢିଲା ପିଏମ୍ କିଷାନ ଯୋଜନା । ୨୦୩୦-୩୧ ଯାଏ ପିଏମ୍ କିଷାନ ଯୋଜନାକୁ ବୃଦ୍ଧି କରାଯାଇଛି । ବର୍ଦ୍ଧିତ…

Cabinet Approves Odisha Coastal Highway: ଓଡ଼ିଶାରେ ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍‌ ମଞ୍ଜୁରୀ

ଓଡ଼ିଶାରେ ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍‌ ମଞ୍ଜୁରୀ। ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ୮ ହଜାର ୩ ଶହ କୋଟି ଟଙ୍କାର ଏକ ନୂତନ ଉପକୂଳ ୧୬୩ କିମି ରାଜପଥ ନିର୍ମାଣକୁ ଅନୁମୋଦନ ମିଳିଛି।ନଏହା ରାମେଶ୍ବରରୁ ଆରମ୍ଭ ହୋଇ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ…

MSP Hike for Kharif Crops: ଧାନର MSP କ୍ବିଣ୍ଟାଲ ପିଛା ୭୨ଟଙ୍କା ବୃଦ୍ଧି

ଧାନର MSP କ୍ବିଣ୍ଟାଲ ପିଛା ୭୨ ଟଙ୍କା ବୃଦ୍ଧି କଲେ କେନ୍ଦ୍ର ସରକାର । ସରକାର ୨୦୨୬-୨୭ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ୭୨ ଟଙ୍କା ବୃଦ୍ଧି କରି ୨,୪୪୧ ଟଙ୍କା କରିଛନ୍ତି। ମୋଟ ୧୪ଟି…

Will Bibhuti Be Removed From The cabinet: ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିବା ଭୟ ଘାରିଲାଣି ବିଭୂତିଙ୍କୁ !

ଖଣି ପରିବହନ ମନ୍ତ୍ରୀ ବିଭୂତି ଜେନା ୨୦୨୯ ନିର୍ବାଚନ ଲଢ଼ିବେ ନାହିଁ ବୋଲି ତିନିବର୍ଷ ଆଗରୁ କାହିଁକି କହିଲେ ? ଏହାର ରାଜନୈତିକ କାରଣ କ’ଣ ହୋଇଥାଇପାରେ ? ଏହାକୁ ନେଇ ଶାସକ ଭାରତୀୟ ଜନତାପାର୍ଟି ଭିତରେ ତୁମୁଳ ଆଲୋଡନ ସୃଷ୍ଟି…

କାଲି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିବ କେନ୍ଦ୍ର କ୍ୟାବିନେଟ ବୈଠକ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କାଲି ବସିବାକୁ ଯାଉଛି କେନ୍ଦ୍ର କ୍ୟାବିନେଟ ବୈଠକ । ଏହି ବୈଠକ ସକାଳ ୧୦ଟା ୩୦ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିବାକୁ ଯାଉଛି । ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ…

ଚାଲିଛି ଦ୍ୱିତୀୟ କ୍ୟାବିନେଟ ବୈଠକ

ଆଜି ଚାଲିଛି ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ହେଉଛି। ବଜେଟ ଆଗତ ପୂର୍ବରୁ ଏହି ବୈଠକ ବସୁଛି । ତେଣୁ ଅନେକ ପ୍ରସଙ୍ଗ ଉପରେ କ୍ୟାବିନେଟ ମୋହର ବାଜିପାରେ। ମୁଖ୍ୟମନ୍ତ୍ରୀ ଭାବେ…

୬ ପଦବୀ ଖାଲି; ୬ ମାସରେ ସମ୍ପ୍ରସାରଣ

ରାଜ୍ୟରେ ନବଗଠିତ ଭାଜପା ସରକାରରେ ୧୬ଜଣ ମନ୍ତ୍ରୀ ପରିଷଦରେ ସାମିଲ ହୋଇଥିବାରୁ ଆହୁରି ୬ଟି ପଦବୀ ଖାଲି ରହିଛି । କାରଣ ଦଳରେ ଅନେକ ବରିଷ୍ଠ ସଦସ୍ୟଙ୍କୁ ସାମିଲ କରାଯାଇନଥିବାରୁ ସେମାନେ ଅସନ୍ତୁଷ୍ଟ ଅଛନ୍ତି । ଏପରିକି ମୟୁରଭଞ୍ଜର ସମସ୍ତ ୯ଟି…

ପ୍ରଥମ ଥରର ୮ ବିଧାୟକଙ୍କୁ ମନ୍ତ୍ରୀ ପଦ

ନିର୍ଭୟ ମିଡିଆ, ଭୁବନେଶ୍ୱର: ବୁଧବାରଠାରୁ ରାଜ୍ୟରେ ଭାଜପା ସରକାରର ଯୁଗ ଆରମ୍ଭ ହୋଇଛି । ଜନତା ମଇଦାନରେ ଆୟୋଜିତ ଭବ୍ୟ ସମାରୋହରେ ଭାଜପା ବିଧାୟକ ଦଳ ନେତା ମୋହନ ଚରଣ ମାଝୀ ରାଜ୍ୟର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ଭାବେ ପଦ ଓ…