ଧାନର MSP କ୍ବିଣ୍ଟାଲ ପିଛା ୭୨ ଟଙ୍କା ବୃଦ୍ଧି କଲେ କେନ୍ଦ୍ର ସରକାର । ସରକାର ୨୦୨୬-୨୭ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ୭୨ ଟଙ୍କା ବୃଦ୍ଧି କରି ୨,୪୪୧ ଟଙ୍କା କରିଛନ୍ତି। ମୋଟ ୧୪ଟି ଖରିଫ୍‌ ଫସଲର MSP ବୃଦ୍ଧି ନେଇ କ୍ୟାବିନେଟ୍‌ର ମଞ୍ଜୁରୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *