Tag: BJP

ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ଡକରା

ଭୁବନେଶ୍ୱର: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ଆଉ କିଛିଟା ଦିନ ପରେ ଘୋଷଣା ହେବ ନିର୍ବାଚନ ତାରିଖ। ଏନେଇ ପ୍ରାୟ ସବୁ ଦଳ ନିଜ ନିଜ ସଂଗଠନ ସଜାଡ଼ିବାରେ ଲାଗିପଡ଼ିଛନ୍ତି । ଏହାରି ଭିତରେ ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ଡକରା…

ବିଜେପିରେ ମିଶିଲେ ନାଲକୋର ପୂର୍ବତନ ସିଏମଡି ଡକ୍ଟର ତପନ ଚାନ୍ଦ

ଭୁବନେଶ୍ବର: ନାଲକୋର ପୂର୍ବତନ ସିଏମଡି ଡକ୍ଟର ତପନ ଚାନ୍ଦ ବିଜେପିରେ ଯୋଗ ଦେଇଛନ୍ତି। ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ…

ମୋଦୀ ଗ୍ୟାରେଣ୍ଟି ଅଭିଯାନର ଶୁଭାରମ୍ଭ କଲା ବିଜେପି

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ପାର୍ଟିର ସଂକଳ୍ପ ପତ୍ର ପାଇଁ ମତାମତ ସଂଗ୍ରହର ଶୁଭାରମ୍ଭ ଶୁଭାରମ୍ଭ କରିଛନ୍ତି । ଆଗାମୀ ନିର୍ବାଚନ ଇସ୍ତାହାରରେ କ’ଣ ରହିବ ସେ ନେଇ ଜନମତ ସଂଗ୍ରହ କରିବ ବିଜେପି ।…

ବିଜେପିରେ ଯୋଗଦେଲେ ଅରବିନ୍ଦ ଢାଲି, ମୁକୁନ୍ଦ ସୋଡ଼ି

ଜୟଦେବ ନିର୍ବାଚନମଣ୍ଡଳୀର ବର୍ତ୍ତମାନର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ନିଜ ସମର୍ଥକଙ୍କ ସହ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି) ଯୋଗ ଦେଇଛନ୍ତି । ସେ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ । ଅରବିନ୍ଦ ଢାଲି…

ବିଜେପିର ୧୯୫ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା; ଓଡ଼ିଶାରୁ ଶୂନ

ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣିଆ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି, କିନ୍ତୁ ଏଥିରେ ଓଡ଼ିଶାରୁ କେହି ବି ନାହାଁନ୍ତି । ସମ୍ଭବତଃ ପ୍ରଧାନମନ୍ତ୍ରୀଙ୍କ ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଗସ୍ତ ପରେ ଓଡ଼ିଶାର…

ଓଡ଼ିଶାରେ ମେଣ୍ଟ ହେବାର ପ୍ରଶ୍ନ ଉଠୁନି: ମନମୋହନ ସାମଲ

ସମସ୍ତ ଗୁଜବ ଓ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ଟାଣି ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଓଡ଼ିଶାରେ ବିଜୁ ଜନତା ଦଳ ସହ ମେଣ୍ଟ ହେବନି ବୋଲି ସ୍ପଷ୍ଟ କରିଛନ୍ତି । ବିଜେପି ଓଡ଼ିଶାର ସମସ୍ତ ୨୧ଟି ଲୋକସଭା ଓ ୧୪୭ଟି…

ମେଣ୍ଟ ପାଇଁ କ୍ଷମତା ଓ ପ୍ରତିପତ୍ତି ତ୍ୟାଗ କରିବାକୁ ପ୍ରସ୍ତୁତ କି ବିଜଦ?

ନିର୍ଭୟ ମିଡିଆ, ଭୁବନେଶ୍ୱର: ମକର ସଂକ୍ରାନ୍ତୀରେ ଗୁଡ଼ି ଉଡ଼ିଲା ପରି ଏବେ ସାରା ରାଜ୍ୟରେ ଉଡ଼ୁଛି ମେଣ୍ଟ ଗୁଡ଼ି । ଯିଏ ଯାହା ଖୁସିରେ ଗୁଡ଼ି ଉଡ଼ାଇବା ସହ ଆସନ ମଧ୍ୟ ବଣ୍ଟାବଣ୍ଟି କରିଦେଲେଣି । ଏପ୍ରକାର ଗୁଜବର ସ୍ରଷ୍ଟା କିଏ,…

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ

ନିର୍ବାଚନ ପାଖେଇ ଆସୁଥିବା ବେଳେ ବିରୋଧୀ ଦଳ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଆଜି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତ ଯେ କେନ୍ଦ୍ର ଯୋଜନାକୁ କପିପେଷ୍ଟ କରି ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେଡି ସରକାର। ସେ…

ପୂର୍ବତନ ବିଧାୟକ ନବୀନ ନନ୍ଦ ଏବଂ ଭାଦୋବ ହାଁସଦା ବିଜେପିରେ ହେଲେ ସାମିଲ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଢେଙ୍କାନାଳ ଜିଲ୍ଲାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ନବୀନ ନନ୍ଦ, ପୂର୍ବତନ ଗଁଦିଆ ବ୍ଲକ ଅଧ୍ୟକ୍ଷ ସନାତନ ସାହୁ, ନାରାୟଣ ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଆର୍ତବନ୍ଧୁ ସାହୁ, ଢେଙ୍କାନାଳ…

ସରକାରୀ ବିଜ୍ଞାପନରେ ବିଜେଡିର ଦଳୀୟ ଚିହ୍ନ ଶଙ୍ଖ ପ୍ରସଙ୍ଗକୁ ନେଇ ବିଜେପିର ବିରୋଧ

ଭୁବନେଶ୍ୱର: ଓଡ଼ିଶାର ସାଧାରଣ ଜନତାଙ୍କ ଶହ ଶହ କୋଟି ଟଙ୍କା ନବୀନ ସରକାର ନିଜର ରାଜନୈତିକ ଉଦ୍ଦେଶ୍ୟରେ ଖର୍ଚ୍ଚ କରିଛି । “ଆଚରଣ ବିଧି” ଅନୁସାରେ କୌଣସି ରାଜନୈତିକ ଦଳ ନିଜର ଦଳୀୟ ଚିହ୍ନକୁ ସରକାରୀ ବିଜ୍ଞାପନ ଓ କାର୍ଯ୍ୟକ୍ରମରେ ବ୍ୟବହାର…