Tag: BJP ODISHA

ଟଙ୍କା ବାଣ୍ଟୁଛନ୍ତି ବିଜେଡି ନେତା! ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି

ନିର୍ବାଚନ ହାରିବାର ଭୟ ଘାରିଛି ବିଜୁ ଜନତା ଦଳକୁ । ଅଭ୍ୟାସଗତ ଭାବେ ନିର୍ବାଚନରେ ଦଳୀୟ କାର୍ଯ୍ୟ ପାଇଁ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରିଆସୁଛି ବିଜେଡି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୨ଦିନ ବାକି ଥିବାବେଳେ ଭୋଟ…

୨୫ ବର୍ଷ ଭିତରେ ଓଡ଼ିଶାରେ ବିଜେଡି ଗରିବୀ ହଟେଇପାରିଲାନି: ମୋଦୀ

ବରଗଡ଼ ସହର ନିକଟ ବରାହାଗୁଡ଼ା ବିକାଶ ଭିନ୍ଟେଜ୍ ପଡ଼ିଆରେ ବିଶାଳ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ୨୫ ବର୍ଷ ଭିତରେ ଓଡ଼ିଶାରେ ବିଜେଡି ଗରିବୀ ହଟେଇପାରିଲାନି। ବିଜେଡି ନେତାଙ୍କ ବିରୋଧରେ ଲୋକଙ୍କ ମନରେ ରାଗ ଅଛି। କେତେ…

ବିଜେଡି ସ୍ଥାଣୁ ପାଲଟି ଯାଇଛି; ଓଡ଼ିଶାରେ ଏଥର ବିଜେପି ସରକାର: ନରେନ୍ଦ୍ର ମୋଦି

ରାଜ୍ୟ ରାଜନୀତିକୁ ହୁଲଚୁଲ କରୁଛି ମୋଦିଙ୍କ ଏକ୍ସ୍ ପୋଷ୍ଟ। ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ଆୟୋଜିତ ବିଶାଳ ରୋଡ ସୋ ପରେ ମୋଦି ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡଲରେ ଓଡ଼ିଆରେ ଲେଖିଛନ୍ତି ଯେ,ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ଆୟୋଜିତ ଚମତ୍କାର ସଡ଼କ ଶୋଭାଯାତ୍ରାରେ ଓଡ଼ିଶାବାସୀଙ୍କ…

ନାମାଙ୍କନ ଦାଖଲ କଲେ ବୈଜୟନ୍ତ

ନାମାଙ୍କନ ଦାଖଲ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବିଶାଳ ଶୋଭାଯାତ୍ରାରେ ଆସି ସେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ ଦଳର ଅନେକ କାର୍ଯ୍ୟକର୍ତ୍ତା…

ଆଜି ରାଜଧାନୀରେ ମୋଦିଙ୍କ ରୋଡ ସୋ,ସୁରକ୍ଷା ବ୍ୟବସ୍ଥା କଡାକଡି

ଆଜି ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଭୁବନେଶ୍ୱରରେ କରିବେ ରୋଡ ସୋ। ଏଥି ପାଇଁ ମାଷ୍ଟରକ୍ୟାଣ୍ଟିନ୍ ଠାରୁ ବାଣୀ ବିହାର ଯାଏଁ ରାସ୍ତା ସିଲ୍ ରହିବ। ଆଜି ଅପରାହ୍ନ ୨ଟାରୁ ରୋଡ୍ ସୋ’ ସରିବା ଯାଏଁ ଗାଡ଼ି ଚଳାଚଳ…

ଆସାମ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ ଓଡ଼ିଶା ସରକାର

ଆଜି ପ୍ରଚାରରେ ଆସି କାଲିମେଳାରେ ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ସେଠି ସାଧାରଣ ସଭାରେ ଯୋଗଦେଇ ମୋଦି ସରକାରଙ୍କ ବିକାଶ ଯୋଜନା ବିଷୟରେ ଆଲୋକପାତ କରିବା ସହ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀରେ ମୋଦିଙ୍କ ସରକାର ଅଛି, ପୁଣି…

୧୦ ରେ ମୋଦିଙ୍କ ରୋଡ୍‌ ସୋ

ଆସନ୍ତା ୧୦ ତାରିଖରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗସ୍ତ ସମୟରେ ଓଡ଼ିଶାରେ ରୋଡ୍‌ ସୋ କରିବେ ମୋଦି। ୧୦ ତାରିଖ ସଂଧ୍ୟା ୬ଟାରେ ଭୁବନେଶ୍ବରରେ ରୋଡ୍‌ ସୋ’ ହେବ।ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍‌ ସୋ’ ହେବ…

ଆସନ୍ତାକାଲି ଓଡ଼ିଶା ଆସିବେ ରାଜନାଥ ସିଂ ଓ ବିଷ୍ଣୁଦେଓ ସାଏ

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପିର ୨ ବରିଷ୍ଠ ନେତା।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସିବେ; ଭବାନୀପାଟଣା, ରାୟଗଡ଼ାରେ, ନବରଙ୍ଗପୁର ଆସିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ନବରଙ୍ଗପୁର ର ତିନୋଟି ସ୍ଥାନରେ ସଭା କରିବେ।…

ଦିନରେ ସ୍ବପ୍ନ ଦେଖୁଛି ବିଜେପି!

ମୋଦିଙ୍କୁ ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି। ଜୁନ୍‌ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ।…

ଏକ ଗଣମାଧ୍ୟମର ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କଲେ ଜେ.ପି. ନଡ୍ଡା

ଏକ ଗଣମାଧ୍ୟମର ସାକ୍ଷାତକାରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ନବୀନ ବାବୁ ଗ୍ଲାସ ହାଉସରେ ରହୁଛନ୍ତି । ନବୀନ ବାବୁ ସାଧାରଣ ଜନତାଙ୍କଠାରୁ ଦୂରରେ ରହୁଛନ୍ତି। ଜନତାଙ୍କ ଅବସ୍ଥା କ’ଣ ଅଛି, ନବୀନ…