ନାମାଙ୍କନ ଦାଖଲ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବିଶାଳ ଶୋଭାଯାତ୍ରାରେ ଆସି ସେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ ଦଳର ଅନେକ କାର୍ଯ୍ୟକର୍ତ୍ତା ସମର୍ଥ ଉପସ୍ଥିତ ଥିଲେ। ନାମାଙ୍କନ ଭରିବା ପୂର୍ବରୁ ରାମମନ୍ଦିର ଯାଇ ଈଶ୍ବରଙ୍କ ଆଶିର୍ବାଦ କାମନା କରିଥିଲେ। ଏହି ଅବସରରେ ବୈଜୟନ୍ତ କହିଛନ୍ତି ଯେ, ଏଠାରେ କେନ୍ଦ୍ରାପଡ଼ାରେ ବିଜେପି ଜିତିବ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଲୋକଙ୍କ ଭରସା ବଢ଼ିଛି। ଏଥର ପରିବର୍ତ୍ତନ ନିଶ୍ଚୟ ହେବ।

By Nirvay

Leave a Reply

Your email address will not be published. Required fields are marked *