Tag: Baijayant Panda

BJP Felicitates Baijayant Panda: ଆସାମରେ ବିଜେପିର ବିପୁଳ ବିଜୟ ପରେ ବୈଜୟନ୍ତ ପଣ୍ଡାଙ୍କୁ ଓଡ଼ିଶାରେ ସ୍ୱାଗତ ଓ ସମ୍ବର୍ଦ୍ଧନା

ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ଓ ସାଂସଦ ବୈଜୟନ୍ତ ପଣ୍ଡା ଆଜି ଭୁବନେଶ୍ୱର ବିମାନବନ୍ଦରରେ ପଂହଚିବା ପରେ ଉପସ୍ଥିତ କାର୍ଯ୍ୟକର୍ତାମାନେ ବିପୁଳ ସ୍ୱାଗତ ଜଣାଇଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ପଣ୍ଡା ସିଧାସଳଖ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ ।…

Baijayant Panda Condemns Nishikant’s Remarks on Biju Babu: ବିଜୁବାବୁଙ୍କ ଦେଶପ୍ରେମ ଉପରେ ଆପତ୍ତି ଉଠାଇବା ହାସ୍ୟାସ୍ପଦ: ବୈଜୟନ୍ତ ପଣ୍ଡା

ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେଶପ୍ରେମ ଉପରେ ପ୍ରଶ୍ନ ଉଠାଇବାର ପ୍ରୟାସକୁ “ହାସ୍ୟସ୍ପଦ” ଏବଂ “ଅଗ୍ରହଣୀୟ” ବୋଲି କହିଛନ୍ତି । ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରତିବାଦରେ…

Anganwadi Centre Reopens: ରାଜନଗରରେ ଜାତିଆଣ ଘଟଣା: ପ୍ରାୟ ୩ ମାସ ପରେ ସ୍ୱାଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର

ରାଜନଗରରେ ଜାତିଆଣ ଘଟଣାର ମିମାଂସା ହୋଇଛି । ଜାତିପ୍ରଥା ପରମ୍ପରା ଉପରେ ପୂର୍ଣ୍ଣଛେଦ ପଡିଛି । ଘଡ଼ିଆମାଳ ଗ୍ରାମପଞ୍ଚାୟତ ନୂଆଗାଁ ଅଙ୍ଗନବାଡ଼ିରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ବୁଝାସୁଝା ପରେ, ଅଙ୍ଗନବାଡି କେନ୍ଦ୍ରରେ ସିଡିପିଓ ଓ ରାଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଧ୍ରୁବ…

Did Atanu Sabotage BJD: ମହାକାଳପଡ଼ାରେ ବୈଜୟନ୍ତ ଅଧିକ ଭୋଟ ପାଇଲେ କିପରି? ଷଡ଼ଯନ୍ତ୍ରକାରୀ ଥିଲେ କି ଅତନୁ?

ନିର୍ଭୟ ମିଡିଆ, ଭୁବନେଶ୍ୱର/କେନ୍ଦ୍ରାପଡ଼ା: ପୂର୍ବ ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପାଗଳ ବୋଲି ଛିଗୁଲେଇଥିଲେ ବିଜୁ ଜନତା ଦଳର କେତେ ଜଣ ବିଧାୟକ । ଜୟନାରାୟଣ ଯେଉଁ ୫ଟି ଏବଂ ଶ୍ରଦ୍ଧା ପ୍ରସଙ୍ଗ ଉଠାଇଥିଲେ ତାହା ସରକାର ବିଶେଷ…

Assam Election In-Charge: ବୈଜୟନ୍ତଙ୍କୁ ଆସାମ ନିର୍ବାଚନ ପ୍ରଭାରୀ ଦାୟିତ୍ବ

ଆସାମ ଓ ତାମିଲନାଡୁ ପାଇଁ ନିର୍ବାଚନ ପ୍ରଭାରୀଙ୍କ ନାଁ ଘୋଷଣା କଲା ବିଜେପି । ଆସାମ ପାଇଁ ବୈଜୟନ୍ତ ପଣ୍ଡା ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି। ସେହିପରି ଜମ୍ମୁ କାଶ୍ମୀର ବିରୋଧୀ ଦଳ ନେତା ସୁନୀଲ କୁମାର ଶର୍ମା ଏବଂ ପୂର୍ବତନ…

Nuapada Bye-Election: ଜୟ ଢୋଲକିଆ ଙ୍କ ପାଇଁ ପ୍ରଚାର କଲେ ସାଂସଦ ବୈଜୟନ୍ତ ପଣ୍ଡା

ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ନୂଆପଡ଼ାର ସାମଗ୍ରିକ ବିକାଶ ପାଇଁ ଜୟ ଢୋଲକିଆଙ୍କୁ ବିଜୟୀ କରିବାକୁ ବୈଜୟନ୍ତ ପଣ୍ଡା ନୂଆପଡ଼ାବାସୀଙ୍କୁ ନିବେଦନ…

ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାରର ନିର୍ବାଚନ ପ୍ରଭାରୀ ଦାୟିତ୍ବ

ବିଭିନ୍ନ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଘୋଷଣା କଲା ବିଜେପି । ବୈଜୟନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ । ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁ ଇଲେକ୍ସନ୍‌ ଇନଚାର୍ଜ ଦାୟିତ୍ବ ଦିଆଯାଇଛି ଓ ମୁରଲୀଧର ମୋହୋଲ ନିର୍ବାଚନ ସହ-ପ୍ରଭାରୀ ଦାୟିତ୍ବ ଦିଆଯାଇଛି । ପୂର୍ବରୁ…

ବୈଜୟନ୍ତ ପଣ୍ଡା ପାର୍ଲିଆମେଣ୍ଟରୀ କମିଟି ଅନ ପବ୍ଲିକ ଅଣ୍ଡର ଟେକିଂସ ର ଅଧ୍ୟକ୍ଷ ନିଯୁକ୍ତ

ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପାର୍ଲିଆମେଣ୍ଟରୀ କମିଟି ଅନ ପବ୍ଲିକ ଅଣ୍ଡର ଟେକିଂସ (Parliamentary Committee on Public Undertakings) ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ଏହି…

ବୈଜୟନ୍ତ ପଣ୍ଡାଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ସୂଚନା ଯୋଗ୍ୟ ଯେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ବିଜୟରେ ଜୟ ପଣ୍ଡା ସବୁଠୁ ଗୁରୁତ୍ୱପୂର୍ଣ୍ଣ…

ରାଜ୍ୟପାଳ ହରି ବାବୁ କମ୍ଭମ୍‌ପତିଙ୍କୁ ଭେଟିଲେ ସାଂସଦ ବୈଜୟନ୍ତ ପଣ୍ଡା

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି ରାଜଭବନରେ ରାଜ୍ୟପାଳ ହରି ବାବୁ କମ୍ଭମ୍‌ପତିଙ୍କୁ ଭେଟି ରାଜ୍ୟ ଓ ଦେଶର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବାପରେ ହରିବାବୁ…