Tag: Bhadrak

Bhadrak Train Accident: ଭଦ୍ରକରେ ଅଘଟଣ; କର୍ମଚାରୀ ଫାଟକ ପକାଇ ନ ଥିବାରୁ ଟ୍ରେନ୍ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଭଦ୍ରକରେ ଅଘଟଣ । ଟ୍ରେନ୍‌ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ । ଭଦ୍ରକ ଜିଲ୍ଲାର ପିରାହାଟ ଥାନା ଅନ୍ତର୍ଗତ ଖେଦରପୁର ଗ୍ରାମରେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଥିଲା। କର୍ମଚାରୀ ଫାଟକ ପକାଇ ନ ଥିବାରୁ ବାଇକ୍‌…

CBI Arrests IT Officer: ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଲେ ଆୟକର ଅଧିକାରୀ

ଲାଞ୍ଚ ନେଇ ବନ୍ଧା ହେଲେ ଆୟକର ଅଧିକାରୀ। ଭଦ୍ରକ ଜିଲ୍ଲାର ଆୟକର କାର୍ଯ୍ୟାଳୟରେ ସୁପରିଣ୍ଟେଣ୍ଡେଣ୍ଟ ରମେଶ ମହାନ୍ତି ଗିରଫ। ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ସିବିଆଇ। ଡୁପ୍ଲିକେଟ ପାନ୍ କାର୍ଡ ଡିଲିଟ କରିବାକୁ ରମେଶ ୪ ହଜାର ଟଙ୍କା…

Farmers Protest: ମଣ୍ଡିରୁ ଉଠୁନି ଧାନ; ତହସିଲଦାରଙ୍କ ଗାଡ଼ି ଆଗରେ ଶୋଇ ବିକ୍ଷୋଭ କଲେ ଚାଷୀ

ମଣ୍ଡିରୁ ଉଠୁନି ଧାନ । ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକରେ ବାରମ୍ବାର ଧାନ କିଣାରେ ବିଭ୍ରାଟ ଅଭିଯୋଗ ସାମ୍ନାକୁ ଆସିଛି। ଚାନ୍ଦବାଲି ତିହିଡ଼ି ବ୍ଲକ୍‌ ଚାରିତରଫ ଛକରେ ଧାନ ବସ୍ତା ପକାଇ ଚାଷୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି। ଫଳରେ ଭଦ୍ରକ ଚାନ୍ଦବାଲି…

RI Assaulted Inside Govt Office: କାର୍ଯ୍ୟାଳୟ ଭିତରେ ପଶି ଆରଆଇଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ

ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଭିତରେ ପଶି ଆରଆଇଙ୍କୁ ଆକ୍ରମଣ । କାର୍ଯ୍ୟାଳୟରେ ପିଡ଼ିବା ସହ ଘୋଷାଡ଼ି ଘୋଷାଡ଼ି ବାହାରକୁ ଆଣି ଅଧିକାରୀଙ୍କୁ ନିର୍ଧୁମ ପଡ଼ିଲେ ଯୁବକ । ବେଆଇନ କାର୍ଯ୍ୟ କରିବାକୁ ମନା କରିବାରୁ ନିର୍ଧୂମ ଛେଚିଲେ ଯୁବକ । ଭଦ୍ରକ…

New NACs In Bhadrak: ଭଦ୍ରକର ୨ ନୂଆ NACର ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପାଇଁ ଚିଠା ପ୍ରସ୍ତାବ

ଫେବୃଆରୀ ୨୦୨୬ ସୁଦ୍ଧା, ଓଡ଼ିଶା ସରକାର ଭଦ୍ରକ ଜିଲ୍ଲାରେ ଦୁଇଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ପାଇଁ ଏକ ଡ୍ରାଫ୍ଟ ପ୍ରସ୍ତାବ ପ୍ରକାଶ କରିଛନ୍ତି । ଭଦ୍ରକ ଜିଲ୍ଲାର ଦୁଇଟି ନୂତନ ଏନଏସି ଧୂଷୁରୀ ଏବଂ ତିହିଡ଼ିର ସୀମା ନିର୍ଦ୍ଧାରଣ…

Gandhi Pathe Odisha Padyatra: ଭଦ୍ରକ ଜିଲ୍ଲାରେ ପିସିସି ସଭାପତିଙ୍କ “ଗାନ୍ଧୀ ପଥେ ଓଡ଼ିଶା” ପଦଯାତ୍ରା

ଆଜି ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଅନ୍ୟାନ୍ୟ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଭଦ୍ରକର ଇରମ ଠାରେ ଗାନ୍ଧୀ ପ୍ରତିମୂର୍ତ୍ତିରେ ଏବଂ ସେଠାରେ ଥିବା ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରି ବାସୁଦେବପୁର ପର୍ଯ୍ୟନ୍ତ “ଗାନ୍ଧୀ ପଥେ ଓଡ଼ିଶା” ପଦଯାତ୍ରାରେ ଯାଇଥିଲେ…

Raid Cattle Mafia: ଗୋରୁ ମାଫିଆ ଘରେ ପୋଲିସର ରେଡ

ଗୋରୁ ମାଫିଆ ଘରେ ପୋଲିସର ରେଡ। ଭଦ୍ରକ ମୁଲ୍ଲାସାହିରେ ଗୋ-ମାଫିଆ ଶେଖ୍ ତାଜୁଦ୍ଦିନ ଘରେ ରେଡ୍। ଭଦ୍ରକର ମୁଲ୍ଲାସାହିରେ ଗୋ ମାଫିଆଙ୍କ ଘରେ କେନ୍ଦୁଝର ପୋଲିସର ଚଢାଉ।ଅବୈଧ ଗୋ ଚାଲାଣ ଲିଙ୍କରେ ୨ ପ୍ଲାଟୁନ ଫୋର୍ସ ସହ ଚଢାଉ କରିଛି ।…

Chandabali Shame: ଚାନ୍ଦବାଲି ଦୁଷ୍କର୍ମ ଘଟଣାରେ ମନମୋହନ ରାଜ୍ୟବାସୀଙ୍କୁ କି ଆଶ୍ୱାସନା ଦେବେ ବୋଲି କଂଗ୍ରେସ ପ୍ରଶ୍ନ କରିଛି

ଚାନ୍ଦବାଲିରେ ଘଟିଥିବା ଲୋମହର୍ଷଣକାରୀ ଦୁଷ୍କର୍ମ ଏବଂ ହତ୍ୟା ଉପରେ କଂଗ୍ରେସ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା । ବିଜେପି ସଭାପତି ମନ ମୋହନ ସାମଲ ନିଜ ନିର୍ବାଚନ ମଣ୍ଡଳୀରେ ଘଟିଥିବା ଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟବାସୀଙ୍କୁ କି ଆଶ୍ୱାସନା ଦେବେ…

Chandabali Rape Case: ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣା; ପୀଡ଼ିତାଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାର ପାଇଁ ରାଜ୍ୟ ସରକାର ବୁଧବାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୀଡ଼ିତାଙ୍କୁ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଘୋଷଣା କରିବା ସହିତ…