Tag: Bhadrak

Gandhi Pathe Odisha Padyatra: ଭଦ୍ରକ ଜିଲ୍ଲାରେ ପିସିସି ସଭାପତିଙ୍କ “ଗାନ୍ଧୀ ପଥେ ଓଡ଼ିଶା” ପଦଯାତ୍ରା

ଆଜି ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଅନ୍ୟାନ୍ୟ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଭଦ୍ରକର ଇରମ ଠାରେ ଗାନ୍ଧୀ ପ୍ରତିମୂର୍ତ୍ତିରେ ଏବଂ ସେଠାରେ ଥିବା ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରି ବାସୁଦେବପୁର ପର୍ଯ୍ୟନ୍ତ “ଗାନ୍ଧୀ ପଥେ ଓଡ଼ିଶା” ପଦଯାତ୍ରାରେ ଯାଇଥିଲେ…

Raid Cattle Mafia: ଗୋରୁ ମାଫିଆ ଘରେ ପୋଲିସର ରେଡ

ଗୋରୁ ମାଫିଆ ଘରେ ପୋଲିସର ରେଡ। ଭଦ୍ରକ ମୁଲ୍ଲାସାହିରେ ଗୋ-ମାଫିଆ ଶେଖ୍ ତାଜୁଦ୍ଦିନ ଘରେ ରେଡ୍। ଭଦ୍ରକର ମୁଲ୍ଲାସାହିରେ ଗୋ ମାଫିଆଙ୍କ ଘରେ କେନ୍ଦୁଝର ପୋଲିସର ଚଢାଉ।ଅବୈଧ ଗୋ ଚାଲାଣ ଲିଙ୍କରେ ୨ ପ୍ଲାଟୁନ ଫୋର୍ସ ସହ ଚଢାଉ କରିଛି ।…

Chandabali Shame: ଚାନ୍ଦବାଲି ଦୁଷ୍କର୍ମ ଘଟଣାରେ ମନମୋହନ ରାଜ୍ୟବାସୀଙ୍କୁ କି ଆଶ୍ୱାସନା ଦେବେ ବୋଲି କଂଗ୍ରେସ ପ୍ରଶ୍ନ କରିଛି

ଚାନ୍ଦବାଲିରେ ଘଟିଥିବା ଲୋମହର୍ଷଣକାରୀ ଦୁଷ୍କର୍ମ ଏବଂ ହତ୍ୟା ଉପରେ କଂଗ୍ରେସ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା । ବିଜେପି ସଭାପତି ମନ ମୋହନ ସାମଲ ନିଜ ନିର୍ବାଚନ ମଣ୍ଡଳୀରେ ଘଟିଥିବା ଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟବାସୀଙ୍କୁ କି ଆଶ୍ୱାସନା ଦେବେ…

Chandabali Rape Case: ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣା; ପୀଡ଼ିତାଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାର ପାଇଁ ରାଜ୍ୟ ସରକାର ବୁଧବାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୀଡ଼ିତାଙ୍କୁ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଘୋଷଣା କରିବା ସହିତ…

Bhadrak Encounter: ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର

ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର । କମଳାକାନ୍ତ ଦାସ ଓରଫ ବୁଦ୍ଧିଆକୁ ଏନକାଉଣ୍ଟର କରାଯାଇଛି । ଚରମ୍ପା ମାଲ୍‌ ଗୋଦାମ ପାଖରେ ପୋଲିସର ଏନ୍‌କାଉଣ୍ଟର ହୋଇଛି । ନମ୍ବର ନଥିବା କଳା ପଲସର୍‌ରେ ଵୁଲୁଥିବା ବେଳେ ଏନ୍‌କାଉଣ୍ଟର କରାଯାଇଥିବା ଜଣାପଡ଼ିଛି। ଟାଉନ୍…

Liquor Seized From Medicine Shop: ଭଦ୍ରକରେ ଔଷଧ ଦୋକାନରୁ ମଦ ଜବତ

ଔଷଧ ବଦଳରେ ଚାଲିଥିଲା ମଦ ବେପାର । ଭଦ୍ରକ ସହର ବାଇପାସ୍ ଛକରେ ଥିବା ଔଷଧ ଦୋକାନରୁ ମଦ ବୋତଲ ଜବତ କଲେ ଡ୍ରଗ୍ସ ଇନ୍ସପେକ୍ଟର ଓ ଟାଉନ୍‌ ପୋଲିସ । ସ୍ଥାନୀୟ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକ ଦଳ ଆଜି…

ଭଦ୍ରକ ଗୋଷ୍ଠୀ ସଂଘର୍ଷ: ଆଉ ୧୨ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ

ଭଦ୍ରକ ଗୋଷ୍ଠୀ ସଂଘର୍ଷ ପାଇଁ ଉତ୍ତେଜନା ଲାଗି ରହିଛି । ଏବେ ପୁଣି ଥରେ ୧୨ ଘଣ୍ଟା ଇଣ୍ଟରନେଟ୍ ବନ୍ଦ । ଭଦ୍ରକ ଜିଲ୍ଲାର ପୌରାଞ୍ଚଳ,ତିହିଡ଼ି ବ୍ଲକ୍ ଅଞ୍ଚଳରେ ସେବା ବନ୍ଦ ରହିଛି । ଧାମନଗର ବ୍ଲକ୍ ଓ NAC ଅଞ୍ଚଳରେ…

ଗୋଟିଏ ଦିନରେ ୨ଟି ବ୍ୟାଙ୍କ୍‌ ଲୁଟ୍; ବନ୍ଧୁକ ଦେଖାଇ ଲୁଟି ନେଲେ ଟଙ୍କା ଓ ସୁନା ଗହଣା

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ରେ ସଶସ୍ତ୍ର ଡକାୟତି । ଯୋଡ଼ା ସହର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ରୁ ଲୁଟ୍ । ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା ଓ ସୁନା ଗହଣା । ବ୍ୟାଙ୍କରେ ବଡ଼ ଧରଣର ଲୁଟ୍ କରି ୫ ଦୁର୍ବୃତ୍ତ ଫେରାର…

ଭଦ୍ରକ ଜିଲ୍ଲାର ୫ ଟି ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ

୨୪ ଘଣ୍ଟା ପାଇଁ ଭଦ୍ରକ ଜିଲ୍ଲାର ୫ ଟି ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ । ଭଦ୍ରକ ବ୍ଲକ ଓ ପୌରପାଳିକା, ତିହିଡି ବ୍ଲକ, ଧାମନଗର ବ୍ଲକ ଓ ଏନଏସି ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ ରହିବ । ସକାଳ ୬ଟାରୁ…

ଭଦ୍ରକରେ ପ୍ରାୟ ୨୭୫ କୋଟିର ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭଦ୍ରକ ଜିଲ୍ଲାର ବାଲିଆପଡା ଠାରେ ପ୍ରାୟ ୨୭୫ କୋଟି ଟଙ୍କାର ସମୁଦାୟ ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ସହିତ ଭଦ୍ରକରେ ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାପନା ହେବ ବୋଲି…