ଲାଞ୍ଚ ନେଇ ବନ୍ଧା ହେଲେ ଆୟକର ଅଧିକାରୀ। ଭଦ୍ରକ ଜିଲ୍ଲାର ଆୟକର କାର୍ଯ୍ୟାଳୟରେ ସୁପରିଣ୍ଟେଣ୍ଡେଣ୍ଟ ରମେଶ ମହାନ୍ତି ଗିରଫ। ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ସିବିଆଇ। ଡୁପ୍ଲିକେଟ ପାନ୍ କାର୍ଡ ଡିଲିଟ କରିବାକୁ ରମେଶ ୪ ହଜାର ଟଙ୍କା ଲାଂଚ ମାଗିଥିଲେ ରମେଶ ମହାନ୍ତି। ରମେଶଙ୍କୁ ଗିରଫ କରିବା ସହ ଚରମ୍ପା ଆୟକର ବିଭାଗ କାର୍ଯ୍ୟାଳୟରେ ସିବିଆଇ ଟିମ୍ ତନାଘନା କରିଛି।

Leave a Reply

Your email address will not be published. Required fields are marked *