Tag: Bhadrak

Odisha Flood Alert: ରାଜ୍ୟରେ ବନ୍ୟା ପରିସ୍ଥିତି: ଯାଜପୁରରେ ୩୧୩ ଓ ଭଦ୍ରକରେ ୨୦୫ଟି ସ୍କୁଲ୍ ବନ୍ଦ ଘୋଷଣା

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍କୁଲ୍ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ବିଶେଷ କରି ଯାଜପୁର ଓ ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ସ୍କୁଲ୍ ବନ୍ଦ ରହିବା…

Bhadrak Flood: ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର; ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ୍‌

ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବାତିଲ୍‌ ହେଲା ଛୁଟି। ​ଭଦ୍ରକ ଜିଲ୍ଲାରେ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଭଦ୍ରକ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ…

Women SHGs in Paddy Procurement: ଭଦ୍ରକର ମହିଳା SHG ଙ୍କୁ ଧାନ କିଣା ପ୍ରକ୍ରିୟାରେ ସାମିଲ ହେବାକୁ ଅନୁମତି ଦେଲେ ହାଇକୋର୍ଟ

ଖରିଫ ବିପଣନ ଋତୁ (KMS) 2026-27 ଋତୁ ପାଇଁ ଚାଲୁଥିବା ଖରିଫ ଧାନ କିଣା ପ୍ରକ୍ରିୟାରେ ଭଦ୍ରକ ଜିଲ୍ଲାର କିଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ ହେବାକୁ ଓଡ଼ିଶା ହାଇକୋର୍ଟ ଅନୁମତି ଦେଇଛନ୍ତି । ବିଚାରପତି ବିରଜା ପ୍ରସନ୍ନ ଶତପଥୀ…

Odisha Flood: ରାଜ୍ୟରେ ବନ୍ୟା ପୀଡିତଙ୍କ ସାହାରା ସାଜିଲା କଂଗ୍ରେସ

ଚଳିତ ବର୍ଷ ଓଡିଶାର ଅନେକ ଜିଲ୍ଲାରେ ଦେଖାଯାଇଛି ବନ୍ଯା ସମସ୍ୟା। ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ସରକାର । କଂଗ୍ରେସ କହିଛି ସରକାରଙ୍କ ବିଫଳ ବନ୍ଯାମୁକାବିଲା ନୀତି ପାଇଁ ଆଜି ଅନେକ ଲୋକ ହୋଇଛନ୍ତି ବାସଚ୍ଯୁତ ଅନେକଙ୍କ…

New Bhadrak Collector Appointed: ଭଦ୍ରକର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ ହେଲେ ସୋମେଶ କୁମାର ଉପାଧ୍ୟାୟ

ଓଡ଼ିଶା ସରକାର ଭଦ୍ରକ ଜିଲ୍ଲା ପାଇଁ ନୂତନ ଜିଲ୍ଲାପାଳ ଭାବେ ଆଇଏଏସ୍ ଅଧିକାରୀ ସୋମେଶ କୁମାର ଉପାଧ୍ୟାୟଙ୍କୁ ନିଯୁକ୍ତ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଗୁରୁବାର ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରାଯାଇଛି। ବର୍ତ୍ତମାନର ଭଦ୍ରକ…

Dead Body Recovered from Railway Station: ଭଦ୍ରକ ରେଲୱେ ଷ୍ଟେସନରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ ଚରମ୍ପା ରେଳ ଷ୍ଟେସନରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ୩ ନମ୍ବର ପ୍ଲାଟଫର୍ମର ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ରେଲୱେ ପୋଲିସ…

Bhadrak Schools Closed: ବର୍ଷା ପାଇଁବଭଦ୍ରକରେ ସ୍କୁଲ୍‌ ଛୁଟି

ବର୍ଷା ପାଇଁ ଭଦ୍ରକରେ ସ୍କୁଲ୍‌ ଛୁଟି ଘୋଷଣା। ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ୍‌ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବା ଏବଂ ଯାତାୟାତ ବାଧାପ୍ରାପ୍ତ ହେଉଥିବାରୁ…

Petrol Attack In Bhadrak: ଭଦ୍ରକରେ ନାବାଳିକାକୁ ପେଟ୍ରୋଲ୍‌ ଢାଳି ହତ୍ୟା ଉଦ୍ୟମ

ନାବାଳିକାକୁ ପେଟ୍ରୋଲ୍‌ ଢାଳି ହତ୍ୟା ଉଦ୍ୟମ । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବିବାହିତ ପୁରୁଷର ଏକତରଫା ପ୍ରେମରୁ ଉନ୍ମତ୍ତ କାଣ୍ଡ। ଛାତ୍ରୀ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ସେ ସ୍କୁଲକୁ…