Tag: BDA VC

Mayor And BDA VC Face-Off: ଉଦ୍‌ଘାଟନୀ ଫଳକରେ ନାଁ ନଥିବାରୁ ବିଡିଏ ଭିସିଙ୍କ ଉପରେ ବର୍ଷିଲେ ମେୟର ସୁଲୋଚନା ଦାସ

ରାଜଧାନୀ ଭୁବନେଶ୍ୱରର ଘାଟିକିଆସ୍ଥିତ ବଜରଙ୍ଗୀ ଖେଳ ପଡ଼ିଆର ଉଦ୍‌ଘାଟନୀ ଉତ୍ସବରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। କାର୍ଯ୍ୟକ୍ରମ ପାଇଁ ସ୍ଥାପନ କରାଯାଇଥିବା ଉଦ୍‌ଘାଟନୀ ନାମ ଫଳକରେ ନିଜ ନାମ ନଥିବା ଦେଖି ସ୍ଥାନୀୟ ମେୟର ସୁଲୋଚନା ଦାସ ଅତ୍ୟନ୍ତ କ୍ଷୁବ୍ଧ…