Tag: Basti Ku Chala

Basti Ku Chala Campaign: ପୋଲିସ-ଜନତା ସମ୍ପର୍କ ସୁଦୃଢ଼ ପାଇଁ କମିଶନରେଟ୍ ପୋଲିସର ନିଆରା ପ୍ରୟାସ: ଆରମ୍ଭ ହେଲା ବସ୍ତିକୁ ଚାଲ ଅଭିଯାନ

ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ କମିଶନରେଟ୍ ପୋଲିସ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ “ବସ୍ତିକୁ ଚାଲ” ର ଶୁଭାରମ୍ଭ କରାଯାଇଛି। ସାଧାରଣ ଜନତାଙ୍କ ସହ ସମ୍ପର୍କକୁ ଅଧିକ ନିବିଡ଼ ଓ ସୁଦୃଢ଼ କରିବା ସହିତ ପୋଲିସ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ଆସ୍ଥା…