ତାଜା ଖବର ରାଜ୍ୟ Baristha Nagarik Tirtha Yatra Yojana 2026-27: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ ପାଇଁ ମାର୍ଗଦର୍ଶିକା ଜାରି July 14, 2026 Papirani ରାଜ୍ୟର ବୟସ୍କ ବ୍ୟକ୍ତିମାନଙ୍କୁ ସରକାରୀ ସହାୟତାରେ ଦେଶର ବିଭିନ୍ନ ଧାର୍ମିକ ସ୍ଥଳୀ ପରିଦର୍ଶନ କରିବାର ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ମଙ୍ଗଳବାର ଦିନ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭’ ପାଇଁ ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି। ଯେଉଁଥିରେ ଜୁଲାଇ…