Tag: Banki Autonomous College

Banki College Bombing: ବାଙ୍କୀ ସ୍ଵୟଂଶାସିତ ମହାବିଦ୍ୟାଳୟ ବୋମାମାଡ଼

କଟକ ଜିଲ୍ଲା ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। କଲେଜ କ୍ୟାମ୍ପସ ଭିତରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ବେଳେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏହି ବିସ୍ଫୋରଣ ଫଳରେ କଲେଜର କିଛି କାନ୍ଥ ଭୁଶୁଡ଼ି ପଡ଼ିବା ସହ ଝରକା,…