Tag: Badabil Degree College

Badabil Degree College Elections: ବଡ଼ବିଲ ଡିଗ୍ରୀ କଲେଜ ଛାତ୍ରସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ଉପରେ ହାଇକୋର୍ଟଙ୍କ ରୋକ୍

କେନ୍ଦୁଝର ଜିଲ୍ଲାସ୍ଥିତ ବଡ଼ବିଲ ଡିଗ୍ରୀ କଲେଜର ଛାତ୍ରସଂସଦ ନିର୍ବାଚନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଶୁଣାଇଛନ୍ତି। କଲେଜର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ହୋଇଥିବା ଛାତ୍ରସଂସଦ ନିର୍ବାଚନର ଫଳାଫଳ ପ୍ରକାଶ ଉପରେ ମାନ୍ୟବର ଅଦାଲତ…