ପଦ୍ମ ଧରିଲେ ପ୍ରସନ୍ନ ପାଟ୍ଟଶାଣୀ। ବିଜେପିରେ ସାମିଲ ହେବେ ପ୍ରସନ୍ନ ପାଟ୍ଟଶାଣୀ। ଶଙ୍ଖ ଛାଡି ପଦ୍ମ ଧରିବେ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ। ଦିଲ୍ଲୀ ବିଜେପି କାର୍ଯ୍ୟାଳୟ ଯାଇ ସାମିଲ ହେବେ ପାଟ୍ଟଶାଣୀ । ଦୀର୍ଘ ବର୍ଷ ଧରି ବିଜେଡିରେ ଥିଲେ ପ୍ରସନ୍ନ ପାଟ୍ଟଶାଣୀ।

ପ୍ରସନ୍ନ ପାଟ୍ଟଶାଣୀ ୫ଥର ସାଂସଦ ଭାବେ ନିର୍ବାଚନ ଜିତିସାରିଛନ୍ତି । ୧୯୯୮ରୁ ୨୦୧୯ ଯାଏଁ ସେ ଭୁବନେଶ୍ୱରର ସାଂସଦ ଭାବେ ବିଜୟୀ ହୋଇଥିଲେ । କିନ୍ତୁ ୫ ଥର ବିଜୟୀ ହେବା ପରେ ବି ୨୦୧୯ରେ ଦଳ ତାଙ୍କ ଉପରେ ଭରସା ନକରି ଅରୂପ ପଟନାୟଙ୍କୁ ଭରସା କରି ତାଙ୍କୁ ଟିକେଟ୍ ଦେଇଥିଲା ।

Leave a Reply

Your email address will not be published. Required fields are marked *