ତ୍ରିରାଷ୍ଟ୍ରୀୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୬ ଦିନ ପର୍ଯ୍ୟନ୍ତ ତିନୋଟି ଦେଶରେ ରହିଛି କାର୍ଯ୍ୟକ୍ରମ ରହିଛି। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିଛନ୍ତି ମୋଦି। ମହାସାଗର ଭିଜନ୍‌ ଉପରେ ମୋଦି ଗୁରୁତ୍ବାରୋପ କରିଛନ୍ତି।

ଏହି ଯାତ୍ରାର ପ୍ରଥମ ରହଣି ଇଣ୍ଡୋନେସିଆ ହେବ। ଯେଉଁଠାରେ ପ୍ରଧାନମନ୍ତ୍ରୀ ୬ରୁ ୮ ଜୁଲାଇ ପର୍ଯ୍ୟନ୍ତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତା’ପରେ ସେ ବୁଧବାର (୮ ଜୁଲାଇ) ରେ ଅଷ୍ଟ୍ରେଲିଆରେ ପହଞ୍ଚିବେ, ଯେଉଁଠାରେ ସେ ୧୦ ଜୁଲାଇ ପର୍ଯ୍ୟନ୍ତ ରହିବେ। ସେହିପରି ଜୁଲାଇ ୧୦-୧୨ରେ ନ୍ୟୁଜିଲ୍ୟାଣ୍ଡ ଯିବେ।

 

Leave a Reply

Your email address will not be published. Required fields are marked *