ତାଜା ଖବର ଦେଶ Modi’s Tri Nation Visit: ତ୍ରିରାଷ୍ଟ୍ରୀୟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି July 6, 2026 Papirani ତ୍ରିରାଷ୍ଟ୍ରୀୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୬ ଦିନ ପର୍ଯ୍ୟନ୍ତ ତିନୋଟି ଦେଶରେ ରହିଛି କାର୍ଯ୍ୟକ୍ରମ ରହିଛି। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିଛନ୍ତି ମୋଦି। ମହାସାଗର ଭିଜନ୍ ଉପରେ ମୋଦି ଗୁରୁତ୍ବାରୋପ କରିଛନ୍ତି। ଏହି ଯାତ୍ରାର ପ୍ରଥମ ରହଣି…