୨୦୩୬ ଯାଏ ଉଭୟ ପୁରୁଷ ଓ ମହିଳା ହକିର ପ୍ରାୟୋଜକ ରହିବ ଓଡ଼ିଶା

କ୍ରୀଡାର ପ୍ରୋତ୍ସାହନ ପାଇଁ ଓଡ଼ିଶାର ନୂଆ ସରକାର ବଡ଼ ଘୋଷଣା କରିଛନ୍ତି। ୨୦୩୬ ଯାଏ ଓଡ଼ିଶା ଉଭୟ ପୁରୁଷ ଓ ମହିଳା ହକିର ପ୍ରାୟୋଜକ ରହିବ । ପୂର୍ବରୁ ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ଥିଲା । ଓଡ଼ିଶାକୁ ୧୦୦ବର୍ଷ ପୁରୁଥିବାରୁ ଚୁକ୍ତି…

ପ୍ରତିଦିନ ୨ ଘଣ୍ଟା ଜନତାଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଆଜିଠାରୁ ଏହି ଅଭିଯୋଗ ଶୁଣାଣି ଆରମ୍ଭ ହେବ। ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ…

ଡିପ୍‌ଥେରିଆ ସଂକ୍ରମଣର ଉତ୍ସ କଳାହାଣ୍ଡି

ଡିପ୍‌ଥେରିଆ ସଂକ୍ରମଣ ନେଇ ଆଜି ଗଣମାଧ୍ୟକୁ ସୂଚନା ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶିକା କହିଛନ୍ତି ରାୟଗଡ଼ା ନୁହେଁ କଳାହାଣ୍ଡି ହେଉଛି ଡିପ୍‌ଥେରିଆ ସଂକ୍ରମଣର ଉତ୍ସ। ପ୍ରଥମେ କଳାହାଣ୍ଡି ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ଏହି ସଂକ୍ରମଣ ବ୍ୟାପିଥିବା କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶିକା।…

ଦେଶବ୍ୟାପୀ ୮ ଲକ୍ଷ ଏନସିସି କ୍ୟାଡେଟ୍ ଯୋଗ କରିଛନ୍ତି

ଦଶମ ଅନ୍ତର୍ଜାତୀୟ ଯୋଗ ଦିବସରେ ଦେଶବ୍ୟାପୀ ୮ ଲକ୍ଷ ଏନସିସି କ୍ୟାଡେଟ୍ ଯୋଗ କରିଛନ୍ତି। ଏହି ଯୋଗାଭ୍ୟାସ ବିଭିନ୍ନ ସ୍କୁଲ, କଲେଜ, କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିର, ଦିଲ୍ଲୀର ଲାଲ କିଲା, ସାବରମତୀ ନଦୀ ସମ୍ମୁଖ, ଗେଟୱେ ଅଫ ଇଣ୍ଡିଆ ଓ ଭିକ୍ଟୋରିଆ…

ଦୀପାଳିଙ୍କ ଆବେଦନ ଇସିଆଇ (ECI)ରେ ଗୃହୀତ

ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ଇସିଆଇ। ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର ପରାଜିତ ବିଜେଡି ପ୍ରାର୍ଥୀ ଦୀପାଳି। ନିର୍ବାଚନ ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଥିଲେ। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଝାରସୁଗୁଡ଼ାର ୧୩ଟି ପୋଲିଂ ଷ୍ଟେସନର…

ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଚାଲିବ ଯୋଗ ବିଭାଗ

ଉତ୍କଳ ବିଶ୍ୱବିଦ୍ୟାଳୟରେ ଖୁବଶୀଘ୍ର ପୁଣି ଚଳଚଞ୍ଚଳ ହେବ ଯୋଗ ବିଭାଗ। ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସାରା ବିଶ୍ୱ ଏବେ ଯୋଗକୁ ଗୁରୁତ୍ୱ ଦେଉଛି ବୋଲି କହିଛନ୍ତି ସୂରଜ। ସୁସ୍ଥ ଓ ନିରାମୟ ଜୀବନଯାପନ ପାଇଁ…

ତାମିଲନାଡ଼ୁ ମଦ ମୃତ୍ୟୁ ସଂଖ୍ୟା ୪୭ରେ ପହଞ୍ଚିଲା

ଜୀବନ ନେଉଛି ବିଷାକ୍ତ ଓ ଅପମିଶ୍ରିତ ମଦ। ସଚେତନ ହେଉନାହାଁନ୍ତି ଜନସାଧାରଣ। ଅପମିଶ୍ରିତ ମଦ ପିଇ ପ୍ରାଣହାନୀ ଘଟିବା ଭଳି ଦୁଃଖଦ ଘଟଣା ଆଗରୁ ମଧ୍ୟ ଘଟିଛି। ଏବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର କାଲାକୁରିଚି ଜିଲ୍ଲାରେ। ଅପମିଶ୍ରିତ…

କଂଗ୍ରେସ ଭବନରେ ପଶି ପିସିସି ସଭାପତିଙ୍କୁ କାଳିମାଡ଼

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଆଜି କାଳିମାଡ଼ ହୋଇଛି । କଂଗ୍ରେସ ଭବନ ଚାମ୍ବରରେ ବସିଥିବା ବେଳେ ତାଙ୍କୁ କାଳିମାଡ଼ ହୋଇଛି। କଂଗ୍ରେସ ଭବନରେ ପଶି ଅସନ୍ତୁଷ୍ଟ ଗୋଷ୍ଠୀ କାଳିମାଡ଼ କରିଥିବା ଜଣାପଡ଼ିଛି। କାଳି ମାଡ଼ ପରେ ପ୍ରତିକ୍ରିୟା ରଖିଲେ ପିସିସି…

ସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଉପରେ କଟକଣା

ରାତି ପାହିଲେ ଶ୍ରୀମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା । ସାରା ବିଶ୍ୱକୁ ସ୍ନାନବେଦୀରେ ଦିବ୍ୟଦର୍ଶନ ଦେବେ ମହାପ୍ରଭୁ । ଅନ୍ୟପଟେ ପହଣ୍ଡି ପାଇଁ ରତ୍ନସିଂହାସନ ତଳେ ଚାରମାଳ ବନ୍ଧାଯିବା ସହ ଦଇତାପତି ସେବାୟତଙ୍କ ଦ୍ୱାରା ସେନାପଟା ଲାଗି କରାଯାଉଛି । ଭକ୍ତଙ୍କ ଶୃଙ୍ଖଳିତ…

ଚନ୍ଦକା ଆପାର୍ଟମେଣ୍ଟରୁ ଅପହୃତ ମହିଳାଙ୍କୁ ଉଦ୍ଧାର କଲା ପୋଲିସ୍

ରାଜଧାନୀରେ ଗତକାଲି ମହିଳାଙ୍କୁ ଅପହରଣ ପରେ ୧ କୋଟି ଟଙ୍କାର ମୁଣ୍ଡ ଜାମିନ ରଖିଥିବା ନେଇ ଥାନାରେ ଅଭିଯୋଗ ମାମଲାରେ ବେଳେ ଆଜି ଭୋରରୁ ଚନ୍ଦକା ଆପାର୍ଟମେଣ୍ଟରୁ ଅପହୃତା ମହିଳାଙ୍କୁ ଉଦ୍ଧାର କରିଛି ଚନ୍ଦକା ପୋଲିସ । ସୂଚନା ମୁତାବକ, ଚନ୍ଦକା…