ତାଜା ଖବର ରାଜ୍ୟ Ashok Tripathy Committee: ଅଶୋକ ତ୍ରିପାଠୀ କମିଟିର ୧୫ ସୁପାରିଶ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି November 13, 2026 Nirvay
ତାଜା ଖବର ରାଜ୍ୟ Government Offices to Remain Open in Ganjam: ନଭେମ୍ବର ୧୪ ଓ ୧୫ରେ ଗଞ୍ଜାମରେ ଖୋଲା ରହିବ ସରକାରୀ କାର୍ଯ୍ୟାଳୟ November 13, 2026 Nirvay
ତାଜା ଖବର ରାଜ୍ୟ Ashok Tripathy Committee: ଅଶୋକ ତ୍ରିପାଠୀ କମିଟିର ୧୫ ସୁପାରିଶ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି November 13, 2026 Nirvay
ତାଜା ଖବର ରାଜ୍ୟ Government Offices to Remain Open in Ganjam: ନଭେମ୍ବର ୧୪ ଓ ୧୫ରେ ଗଞ୍ଜାମରେ ଖୋଲା ରହିବ ସରକାରୀ କାର୍ଯ୍ୟାଳୟ November 13, 2026 Nirvay
ତାଜା ଖବର ରାଜ୍ୟ Matric Exams Scheduled from March 12 to 27: ମାର୍ଚ୍ଚ ୧୨ରୁ ୨୭ ଯାଏଁ ମାଟ୍ରିକ୍ ପରୀକ୍ଷା November 13, 2026 Nirvay
ତାଜା ଖବର ରାଜ୍ୟ Amit Shah to Visit Odisha: ଆସନ୍ତା ୨୯ରେ ଓଡ଼ିଶା ଆସୁଛନ୍ତି ଅମିତ ଶାହ November 13, 2026 Papirani
ଲେମ୍ବୁ ଉତ୍ପାଦନରେ ନମ୍ବର-୧, ଗୋଟାକୁ କିନ୍ତୁ ୧୦ April 3, 2022 କୃଷିମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ନିଜ ବିଭାଗର ପ୍ରଦର୍ଶନ ଉପରେ କହୁକହୁ ଦୁଇଟି ବିଷୟରେ ସୂଚନା ଦେଇଥିଲେ। ଓଡ଼ିଶା ଲେମ୍ବୁ ଏବଂ ଛତୁ ଉତ୍ପାଦନରେ ଦେଶରେ ନମ୍ବର-୧ ବୋଲି ଦୃଢ଼ୋକ୍ତି କରିଥିଲେ। ସାଧାରଣତଃ କୃଷି ଉତ୍ପାଦନରେ କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଓଡ଼ିଶା…
ଶ୍ରୀମନ୍ଦିର ରୋଷ ଘରେ 80 ଚୁଲା ଭାଙ୍ଗିଲା April 3, 2022 ଶ୍ରୀମନ୍ଦିର ରୋଷ ଘରେ ଅଘଟଣ। ଦୁର୍ବୃତ୍ତମାନେ ଭାଙ୍ଗିଲେ ଚୁଲି। ରବିବାର ସକାଳୁ ୮୦ରୁ 100 ଅଧିକ ଚୁଲା ଭଙ୍ଗାରୁଜା ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଶ୍ରୀମନ୍ଦିର ରୋଷ ଘରେ ପ୍ରାୟ ୭୦୦ରୁ ଅଧିକ ଚୁଲି ରହିଛି । ଶ୍ରୀମନ୍ଦିର ରୋଷ ଘରେ…
ଅନାସ୍ଥା ପ୍ରସ୍ତାବ ପୂର୍ବରୁ ଧାରା ୧୪୪ April 3, 2022 ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସ୍ଲଗ ଓଭରରେ ବ୍ୟାଟିଂ କରୁଛନ୍ତି। ତାଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି।ଆଜି ଦେଶର ନ୍ୟାସନାଲ ଆସେମ୍ଲିରେ ଭୋଟ ହବ ଅନାସ୍ଥା ପ୍ରସ୍ତାବ ଉପରେ।ରାଜଧାନୀ ଇସ୍ଲାମବାଦରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ପ୍ରଶାସକ ୧୪୪ ଧାରା ଜାରି…
କାଶ୍ମୀର ଦାବିରୁ ଓହରିଯିବ ପାକିସ୍ତାନ April 3, 2022 ପାକ୍ସେନା ମୁଖ୍ୟ ବାଜୱା ଚମକେଇଲା ଭଳି ମନ୍ତବ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସଙ୍କଟ ଘେରରେ ପାକ୍ସେନା ମୁଖ୍ୟ ବାଜୱା ଚମକେଇଲା ଭଳି ମନ୍ତବ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସଙ୍କଟ ଘେରରେ। ଦେଶ ଅରାଜକତା ଆଡ଼କୁ ମୁହାଁଇଛି। ଏତିକି ବେଳେ…
ଜୁନିୟର ମହିଳା ହକି ବିଶ୍ୱକପ୍ ୫-୧ରେ ପ୍ରଥମ ମ୍ୟାଚ୍ ଜିତିଲା ଭାରତ April 2, 2022 ଦକ୍ଷିଣ ଆଫି୍ରକାର ପୋଟେଚଷ୍ଟ୍ରମ ଠାରେ ଚାଲିଥିବା ଜୁନିୟର ମହିଳା ହକି ବିଶ୍ୱକପ୍ରେ ଭାରତର ଆରମ୍ଭ ବିଜୟ ସହ ହୋଇଛି। ଶୁକ୍ରବାରରୁ ପ୍ରତିଯୋଗିତା ପ୍ରାରମ୍ଭ ହୋଇଥିଲା ବେଳେ ଭାରତ ଶନିବାର ଖେଳିଥିଲା ନିଜ ପ୍ରଥମ ମ୍ୟାଚ୍। ଆଉ ୱେଲ୍ସ ବିପକ୍ଷରେ ପୁଲ୍ର ପ୍ରଥମ…
ରୋମାଞ୍ଚକର ମୁକାବିଲା : ସଡନ୍ଡେଥ୍ରେ ଜିତିଲା ଭାରତ April 2, 2022 ବିଜୟ ଆଡ଼କୁ ମୁହାଁଉଥିବା ମ୍ୟାଚ୍କୁ କିପରି ରୋମାଞ୍ଚକର କରାଯାଏ ଓ ସୁଟ୍ଆଉଟ୍ ଏବଂ ତା’ପରେ ସଡନ୍ଡେଥ୍କୁ ଯାଇ ମ୍ୟାଚ୍ରେ ବିଜୟଲାଭ କରାଯାଏ ତାହାକୁ ଭାରତୀୟ ହକି ଦଳ ଶନିବାର କଳିଙ୍ଗ ଷ୍ଟାଡିୟମ୍ରେ କରି ଦେଖାଇଛି। ନିର୍ଦ୍ଧାରିତ ସମୟ ସରିବା ପାଇଁ ଆଉ…
‘୫ କୋଇଲା ଖଣି ନିଲାମ ପ୍ରକ୍ରିୟା ଶେଷ ଓଡ଼ିଶାର ଦୁଇ ଖଣି ନେଲା ଜିନ୍ଦଲ April 2, 2022 କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଚାରୋଟି ରାଜ୍ୟର ୫ଟି କୋଇଲା ଖଣିର ବାଣିଜି୍ୟକ ନିଲାମ କରାଯାଇଛି। ଏଥିରେ ଓଡ଼ିଶାର ଦୁଇଟି କୋଇଲା ଖଣି- ଉକ୍ରଳ ବି୧ ଏବଂ ବି୨ ରହିଛି। ଏହି ଦୁଇଟି ଖଣିକୁ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ୍ ନିଲାମ…
ଆହାର’କୁ ପୁରିଲା ୭ ବର୍ଷ ୧୨ କୋଟି ଟପିଲା ମିଲ୍ April 2, 2022 ୨ଠ୧୫ ଏପ୍ରିଲ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆହାର ଯୋଜନାର ଶୁଭାରମ୍ଭ କରିଥିଲେ। ଇତିମଧ୍ୟରେ ରାଜ୍ୟରେ ୫ଟଙ୍କିଆ ଆହାର ଖାଉଥିବା ଲୋକଙ୍କ ସଂଖ୍ୟା ୧୨ କୋଟି ଟପିଛି। ଆହାର କେନ୍ଦ୍ର ୭ବର୍ଷ ପୂରଣ କରିଥିବାବେଳେ ଏହି ସମୟରେ ବିଭିନ୍ନ ଆହାର କେନ୍ଦ୍ରରେ ୧୨…
ରିମାଇଣ୍ଡର ଶେଷ ଦିନରେ ଶର୍ମିଷ୍ଠା ଓ ନିରଞ୍ଜନ ଦେଖାଇଲେ କ୍ରାଇମ୍ ସ୍ପଟ୍ April 2, 2022 ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି କ୍ରାଇମ୍ବ୍ରାଞ୍ଚ। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ‘ସମ୍ପୂର୍ଣ୍ଣ’ ଅଫିସରେ ଶନିବାର ଦିନ ଛାନଭିନ କରିଛି କ୍ରାଇମବ୍ରାଞ୍ଚର ଟିମ୍ ଓ ଏୟାରଫିଲ୍ଡ ଥାନା ପୁଲିସ।…
ଶ୍ରୀଲଙ୍କାରେ ଜରୁରୀ ସ୍ଥିତି April 2, 2022 ସ୍ୱାଧୀନତା ପରଠାରୁ ଶ୍ରୀଲଙ୍କା ବର୍ତ୍ତମାନ ସର୍ବାଧିକ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ପରିସ୍ଥିତି ଏପରି ହୋଇଛି ଯେ, ସେଠାକାର ଲୋକେ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ ରାଷ୍ଟ୍ରପତି ଗୋତାବାୟା ରାଜପାକ୍ଷେ ଇସ୍ତଫା ଦିଅନ୍ତୁ ବୋଲି ଦାବି କରୁଛନ୍ତି। ଦେଶର ଆର୍ଥିକ…