ତାଜା ଖବର ରାଜ୍ୟ CP Radhakrishnan to Visit Odisha: ଆସନ୍ତା ୧୫ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ November 9, 2026 Papirani
ତାଜା ଖବର ରାଜ୍ୟ CP Radhakrishnan to Visit Odisha: ଆସନ୍ତା ୧୫ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ November 9, 2026 Papirani
ତାଜା ଖବର ରାଜ୍ୟ Unprecedented Air Pollution in Bhubaneswar: ଦୀପାବଳି ରାତିରେ ବାୟୁ ପ୍ରଦୂଷଣର ଭୟାବହ ରୂପ: ୧୪୪୪ ଛୁଇଁଲା ଭୁବନେଶ୍ୱରର AQI November 9, 2026 Papirani
ତାଜା ଖବର ରାଜ୍ୟ Fire in kataka Building: କଟକରେ ଭୟାବହ ଅଗ୍ନିକାଣ୍ଡ: ତିନି ମହଲା କୋଠାରୁ ଉଦ୍ଧାର ବେଳେ ନାବାଳକ ମୃତ, ଜଣେ ବୃଦ୍ଧ ଗୁରୁତର November 9, 2026 Papirani
ତାଜା ଖବର ରାଜ୍ୟ Badachana Death Tragedy: ଯାଜପୁରରେ ଅଭାବନୀୟ ଘଟଣା: ଘରେ ନିଆଁ ଲାଗି ୨ ଶିଶୁଙ୍କ ସମେତ ଗୋଟିଏ ପରିବାରର ୪ ଜଣ ଜୀବନ୍ତ ଦଗ୍ଧ November 8, 2026 Papirani
ଆସନ୍ତାକାଲି ବାହୁଡ଼ା ଯାତ୍ରା, ଆଜି ଅପରାହ୍ନ ୪ଟାରୁ ଜଗାକୁ ଦର୍ଶନ କରିପାରିବେନି ଭକ୍ତ July 8, 2022 ନିର୍ଭୟ ମିଡ଼ିଆ : ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ତା’ ପୂର୍ବରୁ ଆଜି ଅପରାହ୍ନ ୪ଟା ଯାଏ ସନ୍ଧ୍ୟା ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ।…
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁଳି ମାଡ଼ July 8, 2022 ଏଜେନ୍ସୀ : ଟୋକିଓ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ଼ । ଜାପାନ ନାରା ସହରରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ସିଞ୍ଜୋ ଆବେଙ୍କ ଉପରକୁ ଆତତାୟୀ ଗୁଳି ମାଡ଼ କରିଥିବା ସୂଚନା ମିଳିଛି । ଏହି…
ଭୁବନେଶ୍ୱରରେ ଦ୍ରୋପଦୀ ମୁର୍ମୁ, ନାଚଗୀତରେ ଦୁଲୁକିଲା ବିମାନବନ୍ଦର July 8, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚôଲେ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁ । ବିମାନବନ୍ଦରରେ ପହଞ୍ଚôବା ପରେ ତାଙ୍କୁ ସ୍ୱାଗତ କରିବାକୁ ପାରମ୍ପରିକ ନାଚଗୀତରେ ଦୁଲୁକିଥିଲା ବିମାନବନ୍ଦର । ଢୋଲ ଓ ଦୁଲଦୁଲି ବାଜାର…
ଆହୁରି ୫ ଦିନ ପର୍ୟ୍ୟନ୍ତ ପ୍ରବଳ ବର୍ଷିବ! July 7, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୫ ଦିନ ପର୍ୟ୍ୟନ୍ତ ବର୍ଷା ଲାଗି ରହିବ। କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ…
କୋଟିଆରେ ସଂସଦଙ୍କ ପ୍ରବେଶ ନେଇ ପୋଲିସ ପ୍ରଶାସନ ବାଧକ July 7, 2022 ନିର୍ଭୟ ମିଡ଼ିଆ : କୋରାପୁଟ : ଓଡିଶା ଓ ଆନ୍ଧ୍ର ସୀମାନ୍ତ କୋଟିଆରେ ଅନେକ ଦିନ ଧରି ଦୁଇ ରାଜ୍ୟ ମଧ୍ୟରେ ଚକାପଞ୍ଝା ଲାଗି ରହିଛି । କୋଟିଆକୁ ନିଜ ଅକ୍ତିଆରରେ ନେବା ପାଇଁ ଆନ୍ଧ୍ର ସରକାର ପ୍ରାଣପ୍ରାଣେ ଚେଷ୍ଟା ଜାରି…
ଓଡିଶା ଆନ୍ଧ୍ର ସୀମାନ୍ତରେ କ୍ରସର ମାଲିକଙ୍କ ମନମାନି July 7, 2022 ନିର୍ଭୟ ମିଡ଼ିଆ : ପଟ୍ଟାଙ୍ଗି : କୋରାପୁଟ ଜ଼ିଲ୍ଲା ଓଡିଶା ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗି ବ୍ଲକରେ ଚାଲିଥିବା କ୍ରସର ମାଲିକଙ୍କ ପାଇଁ ଧାର୍ୟ୍ୟ ହୋଇଥିବା ଗ୍ରାନାଇଟ ପଥରର ପରିମାଣ ଠାରୁ ଅଧିକ ପରିମାଣର ପଥରକୁ କୁଆରୀରେ ପ୍ରୋସେସିଙ୍ଗ କରି ମାଲିକ ମାନେ…
ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୪୨୮ ଆକ୍ରାନ୍ତ ଚିହ୍ନଟ July 7, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ ୪ଶହ ଉପରେ ସଂକ୍ରମଣ ଜାରି । ଲଗାତର ଦ୍ୱିତୀୟ ଦିନପାଇଁ ସଂକ୍ରମଣ ୪ ଶହ ପାର ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୨୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଲୋକାଲ କେସ୍-…
ଇସ୍ତଫା ଦେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ July 7, 2022 ଏଜେନ୍ସୀ : ଲଣ୍ଡନ : ବ୍ରିଟେନରେ ରାଜନୈତିକ ଘମାସନ ଭିତରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ବୋରିସଙ୍କ ୪ ବରିଷ୍ଠ ମନ୍ତ୍ରୀଙ୍କ ଇସ୍ତଫା ପରେ ଅନେକ ସାଂସଦଙ୍କ ବିରୋଧ ଆଗରେ ବାଧ୍ୟରେ ମୁଣ୍ଡ ନୁଆଁଇଛନ୍ତି ବୋରିସ୍ ।…
ଉଦ୍ଧବଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍କା ଦେଉଛନ୍ତି ସିନ୍ଦେ July 7, 2022 ଏଜେନ୍ସୀ : ପୁନେ : ମୁଖ୍ୟମନ୍ତ୍ରୀ ଆସନରୁ ଇସ୍ତଫା ଦେବା ପରେ ଶିବେସନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଚିନ୍ତା ବଢିବାରେ ଲାଗିଛି । ବିଧାୟକଙ୍କ ପରେ ସାଂସଦମାନେ ମଧ୍ୟ ଉଦ୍ଧବଙ୍କ ଶିବିର ଛାଡି ଏକନାଥଙ୍କ କ୍ୟାମ୍ପରେ ସାମିଲ ହେବେ ବୋଲି ଚର୍ଚ୍ଚା…
ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର July 7, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସିଶୋଲୋ ଗାଁ ନିକଟରେ ଥିବା ଏକ ବିଲ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ଜଣଙ୍କ ହେଲେ ଆଶିଷ ଓଝା । ତାଙ୍କ ଘର…