ତାଜା ଖବର ବ୍ୟବସାୟ ରାଜ୍ୟ Odisha Signs Major MoUs with Japan’s Tottori: ଓଡ଼ିଶା-ଜାପାନ ସମ୍ପର୍କରେ ଏକ ନୂତନ ଅଧ୍ୟାୟ: ତୋତ୍ତୋରି ପ୍ରିଫେକ୍ଚର୍ ସହ ଐତିହାସିକ ‘ମୈତ୍ରୀ ସମ୍ପର୍କ ଚୁକ୍ତି’ ସ୍ୱାକ୍ଷରିତ November 11, 2026 Papirani
ତାଜା ଖବର ରାଜନୀତି ରାଜ୍ୟ BJP Targets BJD Over Pension Issue: ସମସ୍ତ ଯୋଗ୍ୟ ହିତାଧିକାରୀ ତତ୍କାଳ ଭତ୍ତା ପାଇବାର ଯୁଗ ଆରମ୍ଭ: ବିଜେପି November 11, 2026 Papirani
ତାଜା ଖବର ବ୍ୟବସାୟ ରାଜ୍ୟ Odisha Signs Major MoUs with Japan’s Tottori: ଓଡ଼ିଶା-ଜାପାନ ସମ୍ପର୍କରେ ଏକ ନୂତନ ଅଧ୍ୟାୟ: ତୋତ୍ତୋରି ପ୍ରିଫେକ୍ଚର୍ ସହ ଐତିହାସିକ ‘ମୈତ୍ରୀ ସମ୍ପର୍କ ଚୁକ୍ତି’ ସ୍ୱାକ୍ଷରିତ November 11, 2026 Papirani
ତାଜା ଖବର ରାଜନୀତି ରାଜ୍ୟ BJP Targets BJD Over Pension Issue: ସମସ୍ତ ଯୋଗ୍ୟ ହିତାଧିକାରୀ ତତ୍କାଳ ଭତ୍ତା ପାଇବାର ଯୁଗ ଆରମ୍ଭ: ବିଜେପି November 11, 2026 Papirani
ତାଜା ଖବର ରାଜ୍ୟ Odisha Minister Reviews Highway Projects: ଜାତୀୟ ରାଜପଥ ପ୍ରାଧିକରଣ ଏବଂ ରାଜପଥ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ November 11, 2026 Nirvay
ତାଜା ଖବର ଦେଶ ରାଜ୍ୟ Swachh Survekshan Awards 2025–26: ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀକୁ ପ୍ରଥମ ସ୍ଥାନ, ରାଜ୍ୟର ପ୍ରଥମ ସ୍ୱଚ୍ଛ ସହର ଭାବେ ଭୁବନେଶ୍ୱରକୁ ମାନ୍ୟତା November 11, 2026 Nirvay
ଖେଳ ତାଜା ଖବର ରାଜ୍ୟ Payal Nag Awarded Rs 10 Lakh by Odisha Sports Dept: ପାରା ତୀରନ୍ଦାଜ ପାୟଲ ନାଗଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କଲା କ୍ରୀଡ଼ା ଓ ଯୁବସେବା ବିଭାଗ November 11, 2026 Papirani
ରେଞ୍ଜରଙ୍କ ଘରେ ପଶିଲା ଭିଜିଲାନ୍ସ December 8, 2022 ନିର୍ଭୟ ମିଡ଼ିଆ : ଟିଟିଲାଗଡ : ଟିଟିଲାଗଡ଼ ରେଞ୍ଜରଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ଟିଟିଲାଗଡ଼ ରେଞ୍ଜର ଶିବପ୍ରସାଦ…
ଖାଲରେ ପଡ଼ି ରାତି ସାରା ଛଟପଟ ୨ ହାତୀ December 8, 2022 ନିର୍ଭୟ ମିଡ଼ିଆ : ବାରିପଦା : ଖାଲରେ ପଡ଼ି ଛଟପଟ ହେଉଛନ୍ତି ୨ ହାତୀ । ବାହାରିବାକୁ ବାଟ ପାଉନାହାନ୍ତି । ଏପରି ଦୃଶ୍ୟ ଆଜି ସକାଳୁ ବାରିପଦା ରେଞ୍ଜ ହଳଦୀବଣି ସେକ୍ସନର କାଠରୋମା ଗାଁରେ ଦେଖିବାକୁ ମିଳିଛି । କାଠରୋମା…
ସ୍କୁଟିକୁ ଧକ୍କା ଦେଲା ଟ୍ରକ୍ December 8, 2022 ନିର୍ଭୟ ମିଡ଼ିଆ : ଯାଜପୁର : ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଦେବୀ ଛକରେ ସଡ଼କ ଦୁର୍ଘଟଣା ଘଟିଛି । ଏକ ସ୍କୁଟିକୁ ଟ୍ରକ୍ଧକ୍କା ହେବା‘ଳରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରଦୀପ…
୪୦ ବର୍ଷର ସ୍କୁଲ; ବାଉଁଶ ବତା କାନ୍ଥକୁ ଟିଣ ଛପର December 8, 2022 ନିର୍ଭୟ ମିଡ଼ିଆ : ଚିତ୍ରକୋଣ୍ଡା : ନାହିଁ ନାହିଁରେ ଚାଲିଛି ୪୦ ବର୍ଷର ସ୍କୁଲ । ମୁଣ୍ଡରେ ଛାତ ନାହିଁ, ଚାରିପଟେ କାନ୍ଥ ନାହିଁ କି ବସିବାକୁ ପଲସ୍ତରା ନାହିଁ । ବାଉଁଶ ବତା ଦ୍ଵାରା ଘେରା ଯାଇଥିବା ଏକ କୋଠରୀ…
୫ମ ରାଉଣ୍ଡ ସୁଦ୍ଧା ବିଜଦ ଆଗୁଆ December 8, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନରେ ଭୋଟ ଗଣତି ଚାଲିଛି । ମୋଟ ୨୩ ରାଉନ୍ଦରୁ ୪ ରାଉଣ୍ଡ ଗଣତି ଶେଷ ହୋଇଛି । ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜଦ ଆଗରେ ରହିଛି । ବିଜଦ ପ୍ରାର୍ଥୀ…
ଆଜି ଭୋଟ୍ ଗଣତି … ଆଗରେ ବିଜେଡି December 8, 2022 ପଦ୍ମପୁର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଚାଲିଛି। ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ପ୍ରଥମ ରାଉଣ୍ଡ ଗଣତି ଶେଷ ହୋଇଛି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି। ବିଜେପିଠାରୁ ବିଜେଡି ୧୭୧୨ ଖଣ୍ଡ ଭୋଟ୍ରେ ଆଗୁଆ…
ଏମସିଡି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି ଆମ ଆଦମୀ ପାର୍ଟି(ଆପ୍) December 7, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଦୀର୍ଘ ୧୫ ବର୍ଷ ହେଲା ଦିଲ୍ଲୀ ମହାନଗର ନିଗମ(ଏମସିଡି)ରେ ବିଜେପି ଚଳାଇଥିବା ରାଜରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଆପ୍) ଏମସିଡି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି। ଆପ୍ର ଦଳୀୟ ଚିହ୍ନ…
ବଢ଼ିଲା ରେପୋରେଟ୍ : ମହଙ୍ଗା ହେବ ହୋମ୍, କାର୍ ଓ ପର୍ସନାଲ ଲୋନ୍ December 7, 2022 ଏଜେନ୍ସୀ : ନୂଆଦିଲ୍ଲୀ : ବଢ଼ିଲା ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍୩୫ ବେସିସ୍ପଏଣ୍ଟ୍ବୃଦ୍ଧି କରିଛି । ଫଳରେ ମହଙ୍ଗା ହେବ ଋଣ । ଆରବିଆଇ ପକ୍ଷରୁ ରେପୋ ରେଟ୍ ୦.୩୫% ବୃଦ୍ଧି କରାଯାଇଛି । ବର୍ତ୍ତମାନ…
ପଡୋଶୀକୁ ହତ୍ୟା କଲା ପଡୋଶୀ December 7, 2022 ନିର୍ଭୟ ମିଡ଼ିଆ : ବୀରମିତ୍ରପୁର : ଜଣେ ବ୍ୟକ୍ତିଙ୍କୁ କାଠ ଫାଳିଆରେ ପିଟି ହତ୍ୟା କଲା ପଡୋଶୀ । ଏହି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ହାତୀବାରୀ ଥାନା ଅନ୍ତର୍ଗତ ଆଣ୍ଠୁଗଢା ଗାଁରୁ । ମୃତ ବ୍ୟକ୍ତି ଜଣଙ୍କ ହେଲେ ସିଲବିରିୟୁସ…
ଜନ୍ତୁ ଶିକାର ପାଇଁ ବିଛାଯାଇଥିଲା ତାର, ପଡ଼ିଗଲେ ମହିଳା December 7, 2022 ନିର୍ଭୟ ମିଡ଼ିଆ : ଦେବଗଡ଼ : ଜନ୍ତୁ ଶିକାର ପାଇଁ ରାସ୍ତାରେ ବିଛାଯାଇଥିଲା ବିଦ୍ୟୁତ ତାର । ତାହା ସଂସ୍ପର୍ଶରେ ଆସି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ଟାଇଁସର ଗାଁରେ ।…