ତାଜା ଖବର ରାଜ୍ୟ BJP to Observe Tribal Pride Day in Odisha: ନଭେମ୍ବର ୧୧ ରୁ ୨୨ ପର୍ଯ୍ୟନ୍ତ ପାଳନ ହେବ ‘ଜନଜାତୀୟ ଗୌରବ ଦିବସ’: ବିଜେପି November 11, 2026 Papirani
ତାଜା ଖବର ରାଜ୍ୟ Odisha’s Cultural Essence in Gujarat: ଗୁଜୁରାଟର ଏକତା ନଗରରେ ଓଡ଼ିଶାର କଳା ଓ ସଂସ୍କୃତି ପ୍ରଦର୍ଶିତ November 11, 2026 Nirvay
ତାଜା ଖବର ରାଜ୍ୟ BJP to Observe Tribal Pride Day in Odisha: ନଭେମ୍ବର ୧୧ ରୁ ୨୨ ପର୍ଯ୍ୟନ୍ତ ପାଳନ ହେବ ‘ଜନଜାତୀୟ ଗୌରବ ଦିବସ’: ବିଜେପି November 11, 2026 Papirani
ତାଜା ଖବର ରାଜ୍ୟ Odisha’s Cultural Essence in Gujarat: ଗୁଜୁରାଟର ଏକତା ନଗରରେ ଓଡ଼ିଶାର କଳା ଓ ସଂସ୍କୃତି ପ୍ରଦର୍ଶିତ November 11, 2026 Nirvay
ତାଜା ଖବର ରାଜ୍ୟ Madhubabu Pension Yojana: ମଧୁବାବୁ ପେନସନ୍ ଯୋଜନା: ଗଞ୍ଜାମକୁ ସିଂହଭାଗ, ସାମିଲ ହେଲେ ଜିଲ୍ଲାର ୫୯,୦୩୧ ନୂତନ ହିତାଧିକାରୀ November 11, 2026 Papirani
ତାଜା ଖବର ରାଜ୍ୟ President Murmu to Inaugurate Bali Jatra: କଟକ ବାଲିଯାତ୍ରା ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ November 11, 2026 Nirvay
ତାଜା ଖବର ରାଜନୀତି ରାଜ୍ୟ Congress Slams State Govt Over Rising Atrocities Against Tribals: ଅତ୍ୟାଚାରିତ ଆଦିବାସୀଙ୍କୁ ନ୍ୟାୟ ଦାବିରେ ନଭେମ୍ବର ୧୮ରେ କେନ୍ଦୁଝରରେ ଏକତ୍ରିତ ହେବ କଂଗ୍ରେସ November 11, 2026 Papirani
ଦେଶ ନୂଆବର୍ଷର ପ୍ରଥମ ଦିନରେ ଇସ୍ରୋର ଐତିହାସିକ ମିଶନ January 1, 2024 Nirvay ନୂଆବର୍ଷର ପ୍ରଥମ ଦିନରେ ଇସ୍ରୋର ଐତିହାସିକ ମିଶନ . PSLV-C58 ଜରିଆରେ ‘ଏକ୍ସପୋସାଟ୍’ ସାଟେଲାଇଟ୍ ଉତ୍କ୍ଷେପଣ ହୋଇଛି ଏକ୍ସପୋସାଟ୍’ ଓ ୧୦ ଅନ୍ୟ ପେଲୋଡ୍ର ବି ଉତ୍କ୍ଷେପଣ . ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ‘ଏକ୍ସପୋସାଟ୍’ର ଉତକ୍ଷେପଣ ହୋଇଛି ବ୍ଲାକ ହୋଲ୍ ଓ ନ୍ୟୁଟ୍ରନ୍…
ବ୍ୟବସାୟ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ November 26, 2023 Nirvay ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ରାଜରାଜେଶ୍ୱର ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏଥିପାଇଁ ଆଜି ରାତିସାରା ଶ୍ରୀମନ୍ଦିର ଖୋଲା ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…
ବ୍ୟବସାୟ ଟନେଲରେ ଫସିଥିବା ଶ୍ରମିକଙ୍କୁ ମିଳିଲା ଲ୍ୟାଣ୍ଡଫୋନ୍ ବ୍ୟବସ୍ଥା । November 26, 2023 Nirvay ଟନେଲରେ ଫସିଥିବା ଶ୍ରମିକଙ୍କୁ ମିଳିଲା ଲ୍ୟାଣ୍ଡଫୋନ୍ ବ୍ୟବସ୍ଥା । ବିଏସଏନଏ ପକ୍ଷରୁ ଶ୍ରମିକଙ୍କ ପାଇଁ ଏହି ସୁବିଧା କରାଯାଇଛି । ଟନେଲରେ ଫସିଥିବା ଶ୍ରମିକମାନେ ଯେପରି ନିଜ ପରିବାର ସହ କଥାବାର୍ତା ହୋଇପାରିବେ ସେଥିପାଇଁ ବିଏସଏନଏଲ ଏହି ସୁବିଧା ଯୋଗାଇ ଦେଇଛି…
ବ୍ୟବସାୟ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ November 26, 2023 Nirvay ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବାପରେ ରାଜଭବନରେ ବିଶ୍ରାମ ନେବେ। ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି
୯୧ତମ ଜନ୍ମଦିନରେ ମନମୋହନଙ୍କୁ ଚାରିଆଡୁ ଶୁଭେଚ୍ଛା September 26, 2023 ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ମଙ୍ଗଳବାର ଦିନ ପାଳିଛନ୍ତି ନିଜ ୯୧ତମ ଜନ୍ମଦିନ । ସେହି ଭେଟେରାନ କଂଗ୍ରେସ ନେତାଙ୍କୁ ଚାରିଆଡୁ ଅଭିନନ୍ଦନର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆରେ ଜନ୍ମଦିନ ଶୁଭେଚ୍ଛା ମନମୋହନଙ୍କ ଉଦେ୍ଦଶ୍ୟରେ…
ମୁଲାୟମଙ୍କ ମୂର୍ତ୍ତିକୁ ହଟାଇ ନିଆଗଲା September 26, 2023 ସମାଜବାଦୀ ପାର୍ଟିର ସୁପି୍ରମୋ ଏବଂ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ପରଲୋକଗତ ମୁଲାୟମ ସିଂ ଯାଦବଙ୍କ ୬ଫୁଟ ଉଚ୍ଚ ମୂର୍ତ୍ତି ଏବେ ହଟାଇ ନିଆଯାଇଛି । ହରଦୋଇ ସହରରେ ଥିବା ସପା ଅଫିସରେ ଏହି ମୂର୍ତ୍ତି ଲାଗିଥିଲା । ତେବେ ଏଥିଲାଗି ଆବଶ୍ୟକୀୟ…
ଜୋର ଚର୍ଚ୍ଚା : ଚୌହ୍ୱାନ ଲଢିନପାରନ୍ତି ନିର୍ବାଚନ September 26, 2023 ଅଳ୍ପ କିଛିମାସ ପରେ ମଧ୍ୟପ୍ରଦେଶରେ ନିର୍ବାଚନ ହେବାକୁଯାଉଛି । ଭାରତୀୟ ଜନତାପାର୍ଟି ବିଜୟଲାଭ କରିବା ଆଶାରେ ପୁରା ଦମରେ ଲାଗିସାରିଲାଣି । ତେବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ଭବିଷ୍ୟତକୁ ନେଇ ଦଳୀୟ ମହଲରେ ଏବେ ଚାଲିଛି ଚର୍ଚ୍ଚା । ମଧ୍ୟପ୍ରଦେଶର…
ଜୁଲାଇରୁ ନିଖୋଜ ଥିବା ମଣିପୁର ବିଦ୍ୟାର୍ଥୀଙ୍କୁ ହତ୍ୟା September 26, 2023 ଗତ ଜୁଲାଇ ମାସରୁ ନିଖୋଜ ଥିବା ମଣିପୁରର ଦୁଇଜଣ ବିଦ୍ୟାର୍ଥୀଙ୍କ ମୃତ ଶରୀର ମିଳିଛି । ସେମାନଙ୍କ ମୃତ ଶରୀରର ଫୋଟେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମଣିପୁର ସରକାର ଜନସାଧାରଣଙ୍କୁ ଏପ୍ରସଙ୍ଗରେ ଉତ୍ତୋଜନଳକୁ ପ୍ରଶୟ ନଦେବା ପାଇଁ ଅନୁରୋଧ…
ବାଙ୍ଗାଲୋର ବନ୍ଦ : ଜୀବନଯାତ୍ରା ପ୍ରଭାବିତ September 26, 2023 ଏକାଧିକ ଚାଷୀ ଓ କର୍ଣ୍ଣଡ ସଂଗଠନଗୁଡିକ ପକ୍ଷରୁ ବୁଧବାର ଦିଆଯାଇଥିଲା ବାଙ୍ଗାଲୋର ବନ୍ଦ ଡାକରା ସମ୍ପୂର୍ଣ୍ଣ ଭାବେ ସଫଳ ରହିଛି । ଜନତାଦଳ ଧର୍ମନିରପେକ୍ଷ ଭାରତୀୟ ଜନତାପାର୍ଟି ଏହାକୁ ସମର୍ଥନ ଦେବାରେ ଏହାର ପ୍ରଭାବ ବେଶ ଅନୁଭୂତ ହେଉଛି । ତାମିଲନାଡୁକୁ…
“ଶ୍ରୀମାନ୍ ଶ୍ରୀଯୁକ୍ତ’ର ଶୁଭ ମହୁରତ September 26, 2023 ଶିରିଡି ସାଇବାବା ମୁଭିଜ ବ୍ୟାନରର ଦ୍ୱିତୀୟ ଅବଦାନ ଚଳଚ୍ଚିତ୍ର “ଶ୍ରୀମାନ ଶ୍ରୀଯୁକ୍ତ’ର ଶୁଭ ମହୁରତ ଏକାମ୍ର ପାର୍କ ସମ୍ମୁଖ ଶିରିଡି ସାଇବାବା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସିନେ ପ୍ରଯୋଜକ ପ୍ରଣୟ ଜେଠୀ, ନିଦେ୍ର୍ଦଶକ ନିରଞ୍ଜନ ବେହେରା,…