Odisha DGP Appointment Case: ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲା; ଆସନ୍ତା ୭ରେ ସୁପ୍ରିମକୋର୍ଟରେ ହେବ ପରବର୍ତ୍ତୀ ଶୁଣାଣି

ଓଡ଼ିଶା ଡିଜିପି ନିଯୁକ୍ତି ସମ୍ପର୍କିତ ମାମଲାର ଶୁଣାଣି ପୁଣି ଥରେ ଘୁଞ୍ଚିଛି। ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟ ଆସନ୍ତା ୭ ତାରିଖରେ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ପରବର୍ତ୍ତୀ ଶୁଣାଣି କରିବେ। ସୂଚନା ଅନୁଯାୟୀ, ଆବେଦନକାରୀ ଗତକାଲି ନିଜର ପିଟିସନର ଦାଖଲ କରିଛନ୍ତି ବୋଲି…

Elena Mishra Becomes the Youngest Female FIDE Rated: ଚେସରେ ଓଡ଼ିଶା ଝିଅ ଏଲେନା ମିଶ୍ରଙ୍କ ବିଶ୍ୱ ରେକର୍ଡ: ୪ ବର୍ଷ ବୟସରେ ପାଇଲେ ଫିଡେ ରେଟିଂ

ଚେସ୍ ଦୁନିଆରେ ଓଡ଼ିଶାର ମାତ୍ର ୪ ବର୍ଷର ଝିଅ ଏଲେନା ମିଶ୍ର ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ସେ ଆନୁଷ୍ଠାନିକ ଭାବେ ଫିଡେ ରେଟିଂ ପାଇବାରେ ବିଶ୍ୱର ସବୁଠାରୁ କମ୍ ବୟସ୍କ ମହିଳା ଚେସ୍ ଖେଳାଳି ହେବାର ଗୌରବ ଅର୍ଜନ…

भारतीय वायुसेना में महिला ने रचा इतिहास, शक्ति शर्मा बनी पहली महिला एयर वाइस मार्शल

भारतीय वायु सेना के लिए एक ऐतिहासिक उपलब्धि के तौर पर, एयर वाइस मार्शल (AVM) शक्ति शर्मा, भारतीय सशस्त्र बलों की नॉन-मेडिकल ब्रांच से एयर वाइस मार्शल के पद तक…

Food Safety Raid At Pal Heights Mall: ଜୟଦେବ ବିହାର ପାଲ୍ ହାଇଟ୍ସ KFC ଓ ବର୍ଗର କିଙ୍ଗ୍‌ରେ ଚଢ଼ାଉ; ଜବତ ହେଲା ବାସି ଓ ଅସ୍ୱାସ୍ଥ୍ୟକର ଚିକେନ୍

ରାଜ୍ୟରେ ଖାଦ୍ୟର ଗୁଣବତ୍ତା ଏବଂ ସୁରକ୍ଷା ମାନଦଣ୍ଡ ଯାଞ୍ଚ କରିବା ପାଇଁ ଗତକାଲି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଟ୍ବିନ୍‌ ସିଟିର ବିଭିନ୍ନ ଖାଦ୍ୟ ଆଉଟଲେଟ୍‌ରେ ଚଢ଼ାଉ କରାଯାଇଛି। ସୂର୍ଯ୍ୟ ନଗର, ଜଗମାରା, ଜୟଦେବ ବିହାର, ନୟାପଲ୍ଲୀ, କଳିଙ୍ଗ ନଗର, ପଟିଆ…

Govt to Appoint ‘Shakti Apa’ in Every District: ରାଜ୍ୟର ପ୍ରତି ଜିଲ୍ଲାରେ ରହିବେ ୫ ଜଣ ‘ଶକ୍ତି ଅପା’

ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରୀମାନଙ୍କ ସୁରକ୍ଷା, ସଶକ୍ତୀକରଣ ଏବଂ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଶକ୍ତିଶ୍ରୀ’ ପଦକ୍ଷେପ ଅଧୀନରେ ପ୍ରତ୍ୟେକ ଜିଲ୍ଲାରେ ୫ ଜଣ ପ୍ରତିଷ୍ଠିତ ମହିଳାଙ୍କୁ ‘ଶକ୍ତି ଅପା’ ଭାବେ ଚିହ୍ନଟ…

Odisha Secretaries And Senior Officers to Visit All Districts: ଜିଲ୍ଲା ଗସ୍ତ କରିବେ ସଚିବ ଓ ବରିଷ୍ଠ ଅଧିକାରୀ

ରାଜ୍ୟର ବିକାଶମୂଳକ କାର୍ଯ୍ୟ ଏବଂ ସରକାରୀ ଯୋଜନାର କାର୍ଯ୍ୟକାରିତା ଯାଞ୍ଚ ପାଇଁ ଏବେ ଜିଲ୍ଲା ଗସ୍ତ କରିବେ ସଚିବ ଓ ବରିଷ୍ଠ IAS ଅଧିକାରୀ। ଏନେଇ ଉନ୍ନୟନ କମିଶନର ଦେଓରଞ୍ଜନ ସିଂହ ସମସ୍ତ ବିଭାଗକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଚିଠି…

Ayodhya Ram Mandir CEO: ଆସନ୍ତା କାଲି ଘୋଷଣା ହେବ ଅଯୋଧ୍ୟା ରାମ ମନ୍ଦିରର CEOଙ୍କ ନାଁ

ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ଆବଶ୍ୟକ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହୋଇସାରିଛି। ମିଳିଥିବା ସୂଚନା ଅନୁସାରେ, CEO ପଦ ପାଇଁ ମୋଟ ୫୫୮୫ଟି…

Major Reshuffle in Odisha Police: ରାଜ୍ୟ ପୁଲିସ ପ୍ରଶାସନରେ ବଡ଼ ଧରଣର ପଦୋନ୍ନତି: ୧୫ ଜଣ ଅତିରିକ୍ତ ଏସପି ବନିଲେ ଏସପି

ଓଡ଼ିଶା ପୋଲିସ ପ୍ରଶାସନରେ ଏକ ବଡ଼ ଧରଣର ଅଦଳବଦଳ ଓ ପଦୋନ୍ନତି ଦେଖିବାକୁ ମିଳିଛି। ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଓଡ଼ିଶା ପୋଲିସ ସେବା (OPS) କ୍ୟାଡରର ୧୫ ଜଣ ଅତିରିକ୍ତ ଏସପିଙ୍କ ପଦୋନ୍ନତି ସମ୍ପର୍କରେ ଏକ…