ତାଜା ଖବର ଦେଶ ରାଜନୀତି ଉପରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଭରିଲେ ଇଣ୍ଡି ମେଣ୍ଟ ପ୍ରାର୍ଥୀ August 21, 2025 Papirani
ତାଜା ଖବର ଦେଶ ରାଜନୀତି ଉପରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଭରିଲେ ଇଣ୍ଡି ମେଣ୍ଟ ପ୍ରାର୍ଥୀ August 21, 2025 Papirani
କୃଷିର ପର୍ବ ଅକ୍ଷୟ ତୃତୀୟା ଜଗନ୍ନାଥ ସଂସ୍କୃତି ହେଉଛି ଅକ୍ଷୟ ତୃତୀୟା May 2, 2022 ବୈଶାଖ ମାସର ଶୁକ୍ଳ ପକ୍ଷରେ ତୃତୀୟା ଯେବେ ଆସେ ଅକ୍ଷୟ ତୃତୀୟା ପାଳନ ହୁଏ। ଏହି ଦିନକୁ କୃଷକ ଦିବସ ରୂପେ ପାଳନ କରାଯାଏ। କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରେ। ଶୁଭଦିନ ଭାବେ…
ପ୍ରକୃତି ର ପ୍ରକୋପ , ପ୍ରକୃତି ଆଗରେ ସବୁ ଛାରଖାର May 2, 2022 ଆମେରିକାରେ କରିଛି ପ୍ରକୃତିର ତାଣ୍ଡବ। ପ୍ରକୃତି ଯାହାର କୌଣସି ଉପଚାର ନଥାଏ ,କାହାର ଶକ୍ତି ବି ନଥାଏ ଯିଏ ପ୍ରକୃତି ସହିତ ଲଢ଼ିପାରିବ। ଆମେରିକାରେ ଏମନ୍ତି ଏକ ପ୍ରକୃତିର ତାଣ୍ଡବ ଖେଳିଯାଇଛି ଯାହା ଭିଡ଼ିଓ ମାଧ୍ୟମରେ ଚାରିଆଡେ ଘୁରିବୁଲଉଛି। ବିରାଟକାୟ ଘୁର୍ଣ୍ଣିଝଡ଼…
ଝାଡ଼ା ହେଉଥିବା ଶିଶୁକୁ ଡାକ୍ତର ଦେଲେ କଣନଖା ଔଷଧ May 2, 2022 ପାରାଦୀପ(ନିର୍ଭୟ): ସରକାରୀ ଡାକ୍ତରଖାନାରେ ଅବ୍ୟବସ୍ଥା ଓ ଡାକ୍ତରଙ୍କ ଦାୟିତ୍ୱହୀନତା ଚରମସୀମା ପାର କରିଛି। ଆଜି ଏକ ଶିଶୁର ଜୀବନ ସହ ଖେଳ ଖେଳିଛନ୍ତି ଡାକ୍ତର ଓ ନିରାମୟ କେନ୍ଦ୍ରରେ ମୁତୟନ କର୍ମଚାରୀ। ଝାଡ଼ା ହେଉଥିବା ଶିଶୁକୁ କଣନଖା ଔଷଧ ଦେଇଛନ୍ତି। ଯାହାକୁ…
ଏକାଠି ହେଲେ ଅକ୍ଷୟ ଓ ଟାଇଗର May 2, 2022 ବଲିଉଡର ଖିଲାଡ଼ୀ କୁମାର ଅକ୍ଷୟ ଓ ଟାଇଗର ଶ୍ରଫଙ୍କୁ ନେଇ ବଲିଉଡରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ଶୀର୍ଷକ ‘ବଡେ ମିୟାଁ ଛୋଟେ ମିଆଁ’ ରଖାଯାଇଥିବା ବେଳେ ଏହାର ଘୋଷଣା ହେବା ପରଠାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।…
ପୂଜାଙ୍କ ଦୁଃଖ May 2, 2022 ୨୦୦୩ରେ ମୁକ୍ତିଲାଭ କରିଥିବା ହ୍ରିତିକ୍ ରୋଶନ୍ଙ୍କ ଫିଲ୍ମ ‘କୋଇ ମିଲ ଗୟା’ର ପ୍ରିମିୟରରେ ପୂଜା ହେଗ୍ଡେ ପହଞ୍ଚିଥିଲେ। ତେବେ ନିଜର ପସନ୍ଦିଦାର ଅଭିନେତାଙ୍କ ସହ ଫଟୋ ଉଠାଇ ନପାରିଥିବାରୁ ପୂଜାଙ୍କ ମନ ଦୁଃଖ ହୋଇଯାଇଥିଲା। ଅଭିନେତ୍ରୀ ପୂଜା ହେଗ୍ଡେ ବଲିଉଡରେ ୨୦୧୬ରେ…
‘ମେରୀ ପତ୍ନୀ କା ରିମେକ୍’ରେ ଅର୍ଜୁନ୍ May 2, 2022 ଏଇ କିଛି ଦିନ ହେବ ଅଭିନେତା ଅର୍ଜୁନ କପୁର ମୁଦସର ଅଜିଜ୍ଙ୍କ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ନିଦେ୍ର୍ଦଶନା ମୁଦସର କରୁଥିବା ବେଳେ ବାସୁ ଭଗନାନୀ ଏବଂ ଜ୍ୟାକି ଭଗନାନୀ ଫିଲ୍ମକୁ ପ୍ରଡୁ୍ୟସ୍ କରୁଛନ୍ତି। ଏବେ ଫିଲ୍ମର ଶୀର୍ଷକକୁ…
ପଦକ ନେବାକୁ ନଆସି ନିଜ କ୍ଷୋଭ ପ୍ରକାଶ କଲେ ସିନ୍ଧୁ May 2, 2022 ଭାରତର ପ୍ରମୁଖ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ଏଠାରେ ଅନୁଷ୍ଠିତ ବ୍ୟାଡମିଣ୍ଟନ ଏସିଆ ଚମ୍ପିଆନ୍ସିପର ମେଡାଲ ପ୍ରଦାନ ସମାରୋହରେ ସାମିଲ ନହେବା ଏକ ବଡ଼ ଝଡ ସୃଷ୍ଟି କରିଛି। ମାନିଲାରେ ଉପସ୍ଥିତ ଥାଇ ମଧ୍ୟ ନିଜ ବ୍ରୋଞ୍ଜ ପଦକ ନେବା ପାଇଁ…
ଚେସ୍ ଅଲିମ୍ପିୟାର୍ଡ : ଭାରତୀୟ ଦଳରେ ପଦ୍ମିନୀ , ଆନନ୍ଦ ମାର୍ଗଦର୍ଶକ May 2, 2022 ଜୁଲାଇ ୨୮ ରୁ ଚେନ୍ନାଇରେ ବିଶ୍ୱଚେସ୍ର ସବୁଠାରୁ ବଡ଼ ପ୍ରତିଯୋଗିତା ଚେସ୍ ଅଲିମ୍ପିୟାର୍ଡ ଚେନ୍ନାଇରେ ଆରମ୍ଭ ହେବାକୁଯାଉଛି। ରୁଷିଆରେ ଏହି ପ୍ରତିଯୋଗିତା ବନ୍ଦ ହେବା ପରେ ଭାରତ ଆୟୋଜନ କରିବାକୁ ଦାୟିତ୍ୱ ପାଇଛି। ସୋମବାର ଦିନ ଭାରତୀୟ ଚେସ୍ ସଂଘ ଏହି…
କେରଳର ପ୍ରତିଭାବାନ ବକ୍ସରଙ୍କୁ ମାଗଣା ତାଲିମ ଦେବେ ମାରିକମ୍ May 2, 2022 କେରଳ ରାଜ୍ୟକ୍ରୀଡ଼ା ବର୍ତ୍ତମାନ ଚାଲିଛି। ଏହାର ଉଦଘାଟନୀ ଉତ୍ସବରେ ସାମିଲ ହେଲା ବେଳେ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜୟିନୀ ବିଖ୍ୟାତ ମହିଳା ବକ୍ସର ଏମସି ମାରିକମ୍ ବଡ଼ ଘୋଷଣା କରିଥିଲେ। କେରଳର ପ୍ରତିଭାବନ ବକ୍ସରମାନଙ୍କୁ ମଣିପୁରରେ ଥିବା ତାଙ୍କ ଏକାଡେମୀରେ ମାଗଣା…
ବ୍ରଜରାଜନଗର ଉପନିର୍ବାଚନ ୩୧ରେ ବିଜଦରୁ ସ୍ତ୍ରୀ ନା ଝିଅ May 2, 2022 ବ୍ରଜରାଜନଗର ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଏହା ସହିତ କେରଳର ତିରିକ୍କକରା ଓ ଉତ୍ତରାଖଣ୍ଡର ଚମ୍ପାୱତ ଆସନ ସକାଶେ ମଧ୍ୟ ଉପନିର୍ବାଚନ ହେବ ମେ’ ୩୧ ତାରିଖରେ। ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ୧୧ ମେ’ ସୁଦ୍ଧା…