ତାଜା ଖବର ରାଜ୍ୟ Eklavya Model Residential Schools: ଓଡ଼ିଶାରେ ୧୩ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ November 15, 2026 Nirvay
ତାଜା ଖବର ରାଜ୍ୟ Eklavya Model Residential Schools: ଓଡ଼ିଶାରେ ୧୩ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ November 15, 2026 Nirvay
ତାଜା ଖବର ରାଜ୍ୟ Janjatiya Gaurav Diwas: ମାଲକାନଗିରିରେ ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ November 15, 2026 Nirvay
ତାଜା ଖବର ରାଜ୍ୟ Kharif Paddy Procurement: ଡିସେମ୍ବର ୧୧ରୁ ସୁବର୍ଣ୍ଣପୁର ଏବଂ ୧୪ ତାରିଖରୁ ବଲାଙ୍ଗୀର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ November 15, 2026 Nirvay
ତାଜା ଖବର ରାଜ୍ୟ ଠାବ ହେଲା ନକଲି କ୍ଷୀର ତିଆରି ହେଉଥିବା କମ୍ପାନୀ September 23, 2024 Papirani କଟକ ଜଗତପୁର ଥାନାର ଅତୋଡା ନିକଟ ମହାନଦୀ ପଠା ଜଙ୍ଗଲ ଭିତରେ ଠାବ ହେଲା ଅପମିଶ୍ରିତ କ୍ଷୀର ପ୍ରସ୍ତୁତ କମ୍ପାନୀ । ଅପମିଶ୍ରଣ ଅଭିଯୋଗରେ କଟକରେ ଥିବା ରୋହିଣୀ ନାମକ ଦୁଗ୍ଧ କମ୍ପାନୀରେ ଚଢ଼ାଉ କରିଛି କମିଶନରେଟ ପୋଲିସ ଓ ଖାଦ୍ୟ…
ତାଜା ଖବର ଦେଶ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖିବା କିମ୍ବା ଡାଉନ୍ଲୋଡ କରିବା ଏକ ଗୁରୁତର ଅପରାଧ: ସୁପ୍ରିମକୋର୍ଟ September 23, 2024 Papirani ଚାଇଲ୍ଡ ପର୍ଣ୍ଣୋଗ୍ରାଫି ନେଇ ସୁପ୍ରିମକୋର୍ଟଙ୍କ ଆସିଲା ବଡ଼ ରାୟ । ଛୋଟ ପିଲାଙ୍କ ସହ ଜଡିତ ଅଶ୍ଳିଳ ଭିଡ଼ିଓ ଦେଖିବା ଏବଂ ଡାଉନଲୋଡ କରି ରଖିବା ମଧ୍ୟ ପୋକସୋ ଆକ୍ଟ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଆଇନ ଅଧୀନରେ ଅପରାଧ ବୋଲି…
ତାଜା ଖବର ରାଜ୍ୟ ଭରତପୁର ଥାନାରେ ପୂଜାପାଠ; ଗେଟ୍ରେ ଆଇଆଇସି ଝୁଲାଇଲେ ଲଙ୍କାଲେମ୍ବୁ September 23, 2024 Papirani ରାଜଧାନୀରେ ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲା ଏବେ ବିଚାରଧିନ ଥିବା ବେଳେ ଆଜି ଭରତପୁର ଥାନାରେ ନୂଆ ଆଇଆଇସି ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ଦୀପକ ଖଣ୍ଡାୟତରାୟ । ନୂଆ ଥାନା ଅଧିକାରୀ ଭାବେ ଦାୟିତ୍ୱ ନେବା ପରେ ମାନସିକ ଶାନ୍ତି…
ତାଜା ଖବର ରାଜ୍ୟ ରାଜ୍ୟରେ ଲଘୁଚାପ ବର୍ଷା; ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ September 23, 2024 Papirani ଆଜି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଫଳରେ ରାଜ୍ୟରେ ବଢିବ ବର୍ଷାର ପରିମାଣ । ଲଘୁଚାପ ପ୍ରଭାବରେ ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେଥିପାଇଁ ଆଜି ପାଇଁ ୧୨…
ତାଜା ଖବର ରାଜ୍ୟ ଭରତପୁର କାଣ୍ଡ: ଜନସ୍ୱାର୍ଥ ମାମଲାରେ ଆସିଲା ହାଇକୋର୍ଟଙ୍କ ରାୟ September 23, 2024 Nirvay ସେନା ମେଜର-ପୋଲିସ ବିବାଦରେ ହାଇକୋର୍ଟରେ ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ପରେ ରାୟ ପ୍ରକାଶ ପାଇଛି। ମେଜର ଓ ପୀଡ଼ିତାଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ମନା କରିଛନ୍ତି ଉଚ୍ଚ ନ୍ୟାୟାଳୟ। ରାଜ୍ୟର ସବୁ ଥାନାରେ ସିସିଟିଭି ଲଗାଇ ସମସ୍ତ…
ତାଜା ଖବର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମେଜର ଓ ତାଙ୍କ ବାନ୍ଧବୀ September 23, 2024 Nirvay ଭରତପୁରରେ ମେଜର-ପୋଲିସ ବିବାଦ ମାମଲାରେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ସେନା ମେଜର ଗୁରୁବଂଶ ସିଂ, ତାଙ୍କ ବାନ୍ଧବୀ ଅଙ୍କିତା ଓ ଅନ୍ୟ ପୂର୍ବତନ ଅଧିକାରୀ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ତାଙ୍କ ସହ ଆଲୋଚନା କରିଛନ୍ତି।…
ତାଜା ଖବର ରାଜନୀତି ରାଜ୍ୟ ବିଜେଡିର ବନ୍ଦ ଡାକରା ପ୍ରତ୍ୟାହୃତ September 23, 2024 Nirvay ଭରତପୁର ଥାନା ବିବାଦକୁ ନେଇ ବିଜେଡି ପକ୍ଷରୁ ମଙ୍ଗଳବାର ଭୁବନେଶ୍ବରରେ ୫ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଏବେ ହରତାଳ ପ୍ରତ୍ୟାହାର ନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସୂଚନା ଦେଇଛି। ନିରପେକ୍ଷ ତଦନ୍ତ ପାଇଁ ସରକାର ରାଜି ହୋଇଥିବାରୁ ହରତାଳ…
ତାଜା ଖବର ରାଜ୍ୟ ଭରତପୁର କାଣ୍ଡ; ଆଜି ହାଇକୋର୍ଟରେ ଜନସ୍ୱାର୍ଥ ମାମଲାର ଶୁଣାଣି September 23, 2024 Nirvay ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ହାଇକୋର୍ଟରେ ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହେବ। ଲେଫ୍ଟନାଣ୍ଟ ଜେନେରାଲଙ୍କ ଚିଠି ଆଧାରରେ ମାମଲା ହୋଇଛି। ସେନାବାହିନୀ ମଧ୍ୟଭାରତ ଏରିଆ ମୁଖ୍ୟାଳୟ ଲେଫ୍ଟନାଣ୍ଟ ଚିଠି କରିଥିଲେ।…
ତାଜା ଖବର ରାଜ୍ୟ ୨ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ; ୩ ଅଟକ September 23, 2024 Nirvay ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁଇ ଭଉଣୀ ମିଶି ଚପଲ କିଣିବାକୁ ମାର୍କେଟ ଯାଇଥିବା ବେଳେ ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ଅଞ୍ଚଳର ଏକ ନିଛାଟିଆ ରାସ୍ତାରେ ୭ ଜଣ ଦୁବୃତ୍ତ ଦୁଷ୍କର୍ମ କରିଥିବା…
ତାଜା ଖବର ରାଜ୍ୟ ଭରତପୁର ଥାନା ବିବାଦ; ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ September 23, 2024 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରୁ ଫେରିବା ପରେ ଭରତପୁର ଥାନା ବିବାଦ ନେଇ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ…