ରାଜନୀତି ରାଜ୍ୟ Nuapada Bypoll: ଆସନ୍ନ ପରାଜୟର ହତାଶ ହୋଇ ବିଜେଡି ପ୍ରଳାପ ଆରମ୍ଭ କରିଛି: ବିରଂଚି ନାରାୟଣ ତ୍ରିପାଠୀ November 13, 2025 Nirvay
ରାଜ୍ୟ Sardar Vallabhbhai Patel: ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ, ‘ଏକତା ପଦଯାତ୍ରା’ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ November 13, 2025 Nirvay
ରାଜନୀତି ରାଜ୍ୟ Nuapada Bypoll: ଆସନ୍ନ ପରାଜୟର ହତାଶ ହୋଇ ବିଜେଡି ପ୍ରଳାପ ଆରମ୍ଭ କରିଛି: ବିରଂଚି ନାରାୟଣ ତ୍ରିପାଠୀ November 13, 2025 Nirvay
ରାଜ୍ୟ Sardar Vallabhbhai Patel: ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ, ‘ଏକତା ପଦଯାତ୍ରା’ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ November 13, 2025 Nirvay
ଦେଶ ରାଜ୍ୟ Winter Session of Odisha Assembly: ୨୭ରେ ବିଧାନସଭାକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି November 13, 2025 Nirvay
ତାଜା ଖବର ରାଜ୍ୟ New Road Project: ନିର୍ମାଣ ହେବ ନୂଆ ୨୦ଟି ରାସ୍ତା; ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ November 13, 2025 Papirani
ଘରକୁ ଫେରୁ ଫେରୁ ଗାଏବ ହୋଇଗଲେ ବ୍ୟାଙ୍କ କର୍ମଚାରୀ August 11, 2022 ନିର୍ଭୟ ମିଡିଆ : ବଲାଙ୍ଗିର : ନିଜ କାମ ସାରି ବ୍ୟାଙ୍କରୁ ଘରକୁ ଫେରୁଥିବା କର୍ମଚାରୀ ହଠାତ୍ ମଝିରୁ ଗାଏବ ହୋଇଯାଇଛନ୍ତି। ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ତାଙ୍କ ପତ୍ତା ମିଳୁନି । ଆଶଙ୍କାରେ ଥିବା ପରିବାର ଲୋକେ ପୁଅକୁ…
ଭେଣ୍ଟିଲେଟରରେ ରାଜୁ ଶ୍ରୀବାସ୍ତବ, ଅବସ୍ଥା ଗୁରୁତର August 11, 2022 ଏଜେନ୍ସୀ : ନୂଆଦିଲ୍ଲୀ : ହୃଦଘାତର ଶିକାର ହୋଇ ଗତକାଲିଠୁ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଜଣାଶୁଣା ଷ୍ଟାଣ୍ଡ-ଅପ୍ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ୫୮ ବର୍ଷୀୟ ରାଜୁଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇ ଚିକିତ୍ସା କରାଯାଉଛି। ପ୍ରଥମେ…
ଲଖନପୁରରେ ଝାଡ଼ାବାନ୍ତି ଆତଙ୍କ; ୨୭ ଅସୁସ୍ଥ, ଜଣେ ମୃତ August 11, 2022 ନିର୍ଭୟ ମିଡିଆ : ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ୨୭ ଜଣ ଅସୁସ୍ଥ ଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଲଖନପୁର ବ୍ଲକ ବାଦିମାଲ ଗାଁରେ ଗୋଟିଏ ପରିବାରର ୩ଜଣ ଝାଡ଼ାବାନ୍ତି ଆକ୍ରାନ୍ତ…
ଖୋଲିଲା ହୀରାକୁଦ ଜଳ ଭଣ୍ଡାରର ୫ଟି ଗେଟ୍ August 11, 2022 ନିର୍ଭୟ ମିଡିଆ : ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍ ଖୋଲିଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ୫ଟି ଗେଟ୍ ଖୋଲାଯାଇଛି। ପରେ ଆଉ ୫ଟି ଗେଟ୍ ଖୋଲିବାର ଯୋଜନା ରହିଛି ବୋଲି…
ତୁଟିନି ବିବାଦ, ହେଲେ ସ୍ୱାଭାବିକ ହେଲା ବାବା ଲିଙ୍ଗରାଜଙ୍କ ନୀତିକାନ୍ତି August 11, 2022 ନିର୍ଭୟ ମିଡିଆ : ଭୁବନେଶ୍ୱର : ବିବାଦ ତୁଟିନି ହେଲେ ଆଜି ସକାଳୁ ସ୍ୱାଭାବିକ ହୋଇଛି ହେଲା ବାବା ଲିଙ୍ଗରାଜଙ୍କ ନୀତିକାନ୍ତି । ପଇତା ଲାଗି ନୀତିକୁ ନେଇ ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ…
ଦେଶର ଚତୁର୍ଦ୍ଦଶ ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ ଧନଖଡ଼ August 11, 2022 ଏଜେନ୍ସୀ : ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଆଜି ଦେଶର ଉପ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ତାଙ୍କୁ ଆଜି ପଦ ଓ ଗୋପନୀୟତାର ଶପଥ ପାଠ…
୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ August 10, 2022 ଏଜେନ୍ସୀ : ପାଟନା : ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ‘ପଲଟୁରାମ’ ଓରଫ ନୀତୀଶ କୁମାର। ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୀତୀଶଙ୍କ ବ୍ୟତୀତ ଆର୍ଜେଡି ନେତା…
୧୩ରେ ଆଉ ଏକ ଲଘୁଚାପ, ବଢ଼ିବ ବର୍ଷା August 10, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଅଗଷ୍ଟ ୧୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ଏହା…
ବିଡିଓଙ୍କୁ ଭେଟିବାକୁ ଯାଇ ୨ ଦିନ ହେଲା ଫେରି ନାହାନ୍ତି ଜିଆରଏସ୍ August 10, 2022 ନିର୍ଭୟ ମିଡ଼ିଆ : ବ୍ରହ୍ମପୁର : ୨ ଦିନ ହେଲା ଜିଆରଏସ୍ଙ୍କ ମିଳୁନି ପତ୍ତା । ବିଡିଓଙ୍କୁ ଦେଖା କରିବାକୁ ଯାଇ ଗତ ସୋମବାର ରାତିରୁ ଘରୁ ବାହାରକୁ ଗୋଡ଼ କାଢ଼ିଥିବା ଜିଆରଏସ୍ଏ ଯାଏ ଘରକୁ ଫେରି ନାହାନ୍ତି । ସ୍ୱାମୀଙ୍କ…
ଜିନ୍ପିଙ୍ଗ ଡରି ଯାଇ ଗୁଣ୍ଡାଙ୍କ ଭଳି ବ୍ୟବହାର କରୁଛନ୍ତି August 10, 2022 ଏଜେନ୍ସୀ : ୱାଂଶିଟନ୍ : ଡରି ଯାଇଛନ୍ତି ଜିନ୍ପିଙ୍ଗ । ଏଥିପାଇଁ ଗୁଣ୍ଡାଙ୍କ ଭଳି ବ୍ୟବହାର କରୁଛନ୍ତି । ଏଭଳି କିଛି କହି ଆମେରିକାର ହାଉସ ସ୍ପିକର୍ନାନ୍ସି ପେଲୋସି ଚୀନ୍ଦେଇଥିବା ଧମକର କଡା ଜବାବ ଦେଇଛନ୍ତି । ସି ଜିନପିଙ୍ଗ ନିଜକୁ…