ମଧ୍ୟାହ୍ନ ଭୋଜନ ଖାଇ ୧୨ଛାତ୍ରୀ ଅସୁସ୍ଥ

ନିର୍ଭୟ ମିଡ଼ିଆ : ଉଦଳା : ମଧ୍ୟାହ୍ନ ଭୋଜନ ଖାଇ ୧୨ ଜଣ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଧାନଘେରା ଏକଲବ୍ୟ ମଡେଲ ସ୍କୁଲରେ । ପ୍ରାଥମିକ ଚିକିତ୍ସାପରେ ଛାତ୍ରୀମାନେ ସୁସ୍ଥ…

ଦୁଇ ପରିବାର ମଧ୍ୟରେ ହଣାକଟା, ୪ ଆହତ

ନିର୍ଭୟ ମିଡ଼ିଆ : ରେଢାଖୋଲ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହଣାକଟା ହୋଇଛି । ଏଥିରେ ଉଭୟ ପରିବାରର ୪ଜଣ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ…

ନୌସେନାରେ ଆଇଏନଏସ୍‌ ବିକ୍ରାନ୍ତ

ଏଜେନ୍ସୀ : କୋଚି : ଅଧିକ ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା । କାରଣ ଆଜି ଭାରତୀୟ ନୌସେନାକୁ ମିଳିଛି ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନ୍‌ଏସ୍‌ ବିକ୍ରାନ୍ତ । ସ୍ୱ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍‌ଏସ୍‌ ବିକ୍ରାନ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନୁଷ୍ଠାନିକ…

ଗୋଟିଏ ମଣ୍ଡପରେ ତିନି ବେଶରେ ଗଣେଶ, ଥାନାକୁ ଗଲା ମାମଲା

ନିର୍ଭୟ ମିଡିଆ : ମାଲକାନଗିରି : ସବ୍ କା ମାଲିକ ଏକ୍। ଏଭଳି କିଛି ଥିମ୍ରେ ଗୋଟିଏ ମଣ୍ଡପରେ ତିନୋଟି ବେଶରେ ପୂଜା ପାଉଛନ୍ତି ବିଘ୍ନହର୍ତ୍ତା। ଏହାକୁ ନେଇ ଉପୁଜିଛି ବିବାଦ। ଏପରିକି ଏହି ମାମଲା ଏବେ ଥାନାରେ ପହଞ୍ଚିଛି। ମାଲକାନଗିରି…

ଆନ୍ଧ୍ରରୁ ଓଡ଼ିଶା ଚାଲାଣ ହେଉଥିଲା ୧୫ ମାଙ୍କଡ

ନିର୍ଭୟ ମିଡିଆ : ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଜରଡ଼ା ଅଞ୍ଚଳରୁ ୧୦ଟି ମୃତ ମାଙ୍କଡ ସହ ୫ଟି ଜୀବନ୍ତ ଉଦ୍ଧାର କରାଯାଇଛି। ଆନ୍ଧ୍ରରୁ ଓଡ଼ିଶାକୁ ଚଳାଣ ବେଳେ ବ୍ରହ୍ମପୁର ବନ ବିଭାଗ ଚଢ଼ାଉ କରି ଏହି ମାଙ୍କଡ଼ ଗୁଡ଼ିକୁ ଉଦ୍ଧାର…

ଆସ୍ଥା ଭୋଟ୍ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଏଜେନ୍ସୀ : ନୂଆଦିଲ୍ଲୀ : ସଂଖ୍ୟା ଗରିଷ୍ଠ ପ୍ରମାଣ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଦିଲ୍ଲୀରେ ଆସ୍ଥା ଭୋଟ୍ ଜିତିଲା ଆପ୍। ଭାଜପା ବିରୋଧରେ ଘୋଡ଼ା ବେପାର ଅଭିଯୋଗ ଆଣିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଆସ୍ଥା ଭୋଟରେ ବାଜିମାତ କରିଛନ୍ତି।…

ଦାଉଦଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା

ଏଜେନ୍ସୀ : ମୁମ୍ବାଇ : କୁଖ୍ୟାତ୍ ଡନ୍ ଦାଉଦ ଇବ୍ରାହିମଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା। ଏମିତି କିଛି ବଡ଼ ଅକାରର ଆର୍ଥିକ ପୁରସ୍କାର ଘୋଷଣା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ। କେବଳ ଦାଉଦ ନୁହଁ…

ଶାଳନ୍ଦୀ ନଦୀରେ ବୁଡ଼ି ଗଲେ ନାବାଳକ

ନିର୍ଭୟ ମିଡିଆ : ଭଦ୍ରକ : ଶାଳନ୍ଦୀ ନଦୀରେ ବୁଡ଼ି ଜଣେ ନାବଳକ ନିଖୋଜ ହୋଇଯାଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନାବାଳକଙ୍କୁ ଖୋଜାଖୋଜି କରୁଛନ୍ତି। ଆଜି ସକାଳେ ୩ଜଣ ନାବଳକ ଶାହାପୁର ଘାଟରେ…

ସାପୋର୍ ଏନ୍କାଉଣ୍ଟର୍: ୨ ଜୈଶ୍-ଏ-ମହମ୍ମଦ୍ ଆତଙ୍କବାଦୀ ନିହତ, ଜଣେ ସାଧାରଣ ନାଗରିକ ଆହତ

ଏଜେନ୍ସୀ : ଶ୍ରୀନଗର : ବୁଧବାର ରାତିରେ ଉତ୍ତର କଶ୍ମୀରର ସୋପୋର ବୋମାଇ ଗାଁରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳିବିନିମୟ ଘଟି ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍-ଏ-ମହମ୍ମଦ୍’ର ୨ଜଣ ଆତଙ୍କବାଦୀ ନିହତ ଓ ଜଣେ ସାଧାରଣ ନାଗରିକ ଆହତ…

ଉତ୍ସବମୁଖର ପଶ୍ଚିମ ଓଡ଼ିିଶା, ମା’ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ

ନିର୍ଭୟ ମିଡିଆ : ସମ୍ବଲପୁର : ନୂଆଖାଇ ପାଇଁ ଉତ୍ସବମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦.୫୬ ରୁ ୧୧.୧୦ ମଧ୍ୟରେ ନବାନ୍ନ ଲାଗି ହୋଇଛି। ଘଣ୍ଟଘଣ୍ଟା…