ନୂଆଦିଲ୍ଲୀ: ଭାରତର ବଡ଼ କୂଟନୈତିକ ବିଜୟ । କତାର ଜେଲରୁ ମୁକୁଳିଲେ ୮ ପୂର୍ବତନ ନୌସେନା ଅଧିକାରୀ । ସେମାନଙ୍କ ମଧ୍ୟରୁ ୭ଜଣ ଭାରତ ଫେରିଛନ୍ତି ।

ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଦୀର୍ଘ ୧୮ ମାସ ହେଲା କତାର ଜେଲରେ ବନ୍ଦୀ ହୋଇଥିଲେ । କତାର କୋର୍ଟ ୮ ପୂର୍ବତନ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ ।

ବୈଦେଶିକ ମନ୍ତ୍ରାଳୟର ହସ୍ତକ୍ଷେପ ପରେ ସମସ୍ତ ପୂର୍ବ ନୌସେନା ଅଧିକାରୀ ମୁକ୍ତ ହୋଇଛନ୍ତି । ପରେ ଭାରତ ସରକାର କତାର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *