ମଞ୍ଚେଶ୍ବରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆଜି ହୋଇଛି ବଡ଼ ଖୁଲାସା।ଆଜି ୨ଜଣଙ୍କୁ ଗିରଫ କଲା ମଞ୍ଚେଶ୍ବର ଥାନା ପୋଲିସ।ତେବେ କାହିଁକି ଆକ୍ରମଣ କଲେ ପଚରାଉଚରା କରୁଛି ପୋଲିସ ।
ସୂଚନା ଅନୁଯାୟୀ ୨ଜଣଙ୍କୁ ଗିରଫ ସହ ୨ଟି ବାଇକ ଜବତ।
ଗତକାଲି ବିଳମ୍ବିତ ରାତିରେ ରାଜଧାନୀରେ ବଡ଼ ଖବରର ରିପୋର୍ଟର ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ହାଣିଥିଲେ ୪ ଯୁବକ । ତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା। ଗତକାଲି ରାତି ୧୨ ଟାରେ ଭିଏସଏସ ନଗରରେ ଏଭଳି କାଣ୍ଡ ଘଟିଥିଲା।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *