Tag: Journalist attack

ଭୁବନେଶ୍ୱରରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଧରିତ୍ରୀର ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। ସାମ୍ବାଦିକ ଜଣ ହେଉଛନ୍ତି ସରୋଜ ଜେନା। ଦୁର୍ବୃତ୍ତ ମାନେ ତାଙ୍କ ମୁଣ୍ଡରେ ଇଟା ଛେଚି ଆକ୍ରମଣ କରିଥିଲେ। ଆକ୍ରମଣ ପରେ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ, ଏହା…

ମଞ୍ଚେଶ୍ବରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା; ୨ ଗିରଫ

ମଞ୍ଚେଶ୍ବରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆଜି ହୋଇଛି ବଡ଼ ଖୁଲାସା।ଆଜି ୨ଜଣଙ୍କୁ ଗିରଫ କଲା ମଞ୍ଚେଶ୍ବର ଥାନା ପୋଲିସ।ତେବେ କାହିଁକି ଆକ୍ରମଣ କଲେ ପଚରାଉଚରା କରୁଛି ପୋଲିସ । ସୂଚନା ଅନୁଯାୟୀ ୨ଜଣଙ୍କୁ ଗିରଫ ସହ ୨ଟି ବାଇକ ଜବତ। ଗତକାଲି…

ଗଣମାଧ୍ୟମର କଣ୍ଠରୋଧ କରିବା ମୁଖ୍ୟମନ୍ତ୍ରୀଙ୍କ ଧାରାବାହିକ ଅଭ୍ୟାସ: ଓଡ଼ିଶା ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ଚତୁର୍ଥସ୍ତମ୍ଭ ଉପରେ ବାରମ୍ବାର ଆକ୍ରମଣ ହୋଇଚାଲିଛି । ପ୍ରତିଦିନ କେଉଁଠି ନା କେଉଁଠି ସାମ୍ବାଦିକମାନଙ୍କୁ ଆକ୍ରମଣ ଘଟଣା ଖବରକାଗଜ ଶିରୋନାମାରେ ରହୁଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସାମ୍ବାଦିକମାନଙ୍କୁ ଆକ୍ରମଣ କରାଯାଉଛି । ଏହା ପରେ ବି ଗୃହ…